୪୦. ମହାନ ଆଜ୍ଞା

. ପୃଷ୍ଠଭୂମି

ଆମ୍ଭେମାନେ ସୁସମାଚାର କାହାଣୀର ଶେଷକୁ ଆସିଅଛୁ। ଯୀଶୁ ଆମ୍ଭମାନଙ୍କ ପାପସବୁର କ୍ଷମା ଦେବା ନିମନ୍ତେ ମୃତ୍ୟୁବରଣ କରିଅଛନ୍ତି; ସେ ଈଶ୍ୱରଙ୍କ ନିକଟକୁ ପ୍ରବେଶାଧିକାର ଦେବା ନିମନ୍ତେ ମୃତ୍ୟୁବରଣ କରିଅଛନ୍ତି। ଆମ୍ଭମାନଙ୍କୁ ସେ ମୃତ୍ୟୁ ଉପରେ ବିଜୟ ଲାଭ କରିଅଛନ୍ତି ବୋଲି ଦେଖାଇବାକୁ ସେ ମୃତ୍ୟୁରୁ ଉଠିଅଛନ୍ତି। ଏହା ଯୀଶୁଙ୍କ ମରଣ ଓ ପୁନରୁତ୍ଥାନ ଓ ସମସ୍ତ ଗୌରବ ଓ ସମସ୍ତ ଆଶ୍ଚର୍ଯ୍ୟ ଓ ମହିମା ଓ ଶକ୍ତିର ପ୍ରସଙ୍ଗ ମଧ୍ୟରେ ଅଟେ ଯେଉଁଥିରେ ଯୀଶୁଙ୍କୁ ଦେଖିବା ନିମନ୍ତେ ଅପେକ୍ଷା କରିବାକୁ ଶିଷ୍ୟମାନେ ଗାଲିଲୀର ଉତ୍ତରାଞ୍ଚଳକୁ ଯାଆନ୍ତି। ଏହି ପ୍ରସଙ୍ଗ ସ୍ମରଣକରିବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ ଯେତେବେଳେ ଆମ୍ଭେମାନେ ମହାନ ଆଦେଶରେ ଦୃଷ୍ଟି ଦେଉ। ଏଥିରୁ ଅଲଗା ହେବା ଅତି ସହଜ ପୁଣି ତାହା କରିବାକୁ ଆମ୍ଭେମାନେ ଯଥେଷ୍ଟ ସମୟ ବ୍ୟୟ କରି ପାରିବା ନାହିଁ। ଈଶ୍ୱର, ଯେ ମହାନ ଆଦେଶ ଦେବାକୁ ଯାଉଅଛନ୍ତି ସେ ଯୀଶୁ ଅଟନ୍ତି ଯେ ମଲେ, ଯେ ପୁନରୁତ୍ଥିତ ହେଲେ ପୁଣି ସେହି ଆଶ୍ଚର୍ଯ୍ୟ ଓ ଚମକପ୍ରଦ ଓ ଗୌରବ ସହିତ ସେମାନେ ଗାଲିଲୀର ଉତ୍ତରାଞ୍ଚଳକୁ ଯାଇ ଯୀଶୁଙ୍କୁ ସାକ୍ଷାତ କରନ୍ତି।

ମାଥିଉ ୨୮:୧୬ ପଦ ଆରମ୍ଭରୁ ଆମ୍ଭେମାନେ ପଢୁ, “କିନ୍ତୁ ଏକାଦଶ ଶିଷ୍ୟ ଗାଲିଲୀକୁ ଯାଇ, ଯୀଶୁ ଯେଉଁ ପର୍ବତ ବିଷୟ ସେମାନଙ୍କୁ କହିଥିଲେ, ସେହି ପର୍ବତକୁ ଗଲେ। ଆଉ ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ (କେହି କେହି ଦ୍ଵିଧାଗ୍ରସ୍ଥ ହେଲେ, ସେମାନେ ସମ୍ପୂର୍ଣ୍ଣ ରୂପେ ଜାଣିଲେ ନାହିଁ ଏହି ଯୀଶୁଙ୍କୁ କିପରି ପ୍ରତ୍ୟୁତ୍ତର କରିବାକୁ ପଡିବ।) ପୁଣି, ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ, ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି, ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର; ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି।" ଯୀଶୁଙ୍କ ଆଦେଶ ଯାହାକୁ ଆମ୍ଭେମାନେ ମହାନ ଆଦେଶ ବୋଲି କହିଥାଉ, ତାହାଙ୍କ ଆଦେଶ କେବଳ ଏକାଦଶଙ୍କ ପ୍ରତି ନୁହେଁ, ମୁଁ ଏହା ଆଗକୁ  ଅତି ସ୍ପଷ୍ଟ କରିବାକୁ ଚାହେଁ, ଏହା ପ୍ର।ଚୀନ ଇତିହାସ ନୁହେଁ। ମହାନ ଆଦେଶ ସୁସମାଚାରର ଉପସଂହାରରେ ଅପରିବର୍ତ୍ତିତ ରହେ। ପୁଣି ଏହା ସମସ୍ତ ସ୍ଥାନସବୁର ସମସ୍ତ ସମୟସବୁର ଶିଷ୍ୟମାନଙ୍କ ପ୍ରତି ଏକ ଆଦେଶ ସ୍ୱରୂପେ ଅପରିବର୍ତ୍ତିତ ରହେ, ଆଉ ପ୍ରତ୍ୟେକ ଏକମାତ୍ର ଶିଷ୍ୟଙ୍କ ପ୍ରତି ଯେ ଯେତେଦିନ ବଞ୍ଚିଅଛି, ବଞ୍ଚେ କିମ୍ବା ବଞ୍ଚିବ ଯୀଶୁ କହନ୍ତି “ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ପ୍ରଦତ୍ତ ହୋଇଅଛି।"

୨. ସମସ୍ତ ଅଧିକାର ପ୍ରଦତ୍ତ ହୋଇଅଛି

ଫିଲିପ୍ପୀୟ ମଣ୍ଡଳୀକୁ ୨ ପର୍ବରେ ଦିଆଯାଇଥିବା ପାଉଲଙ୍କ ଉପଦେଶସକଳ ମୁଁ ସ୍ମରଣ କରେ ଯେଉଁଠାରେ ସେ କହନ୍ତି, "ଏହି କାରଣରୁ ଈଶ୍ୱର ତାହାଙ୍କୁ [ଯୀଶୁ] ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ, ପୁଣି, ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ବୀକାର କରିବ।" ସମସ୍ତ ଅଧିକାର ଯୀଶୁଙ୍କୁ ପ୍ରଦତ୍ତ ହୋଇଅଛି। ଯୀଶୁ ପ୍ରଭୁ ଅଟନ୍ତି। ଯୀଶୁ ସର୍ବୋଚ୍ଚ ଶାସକ ଅଟନ୍ତି। ଯୀଶୁ ପ୍ରଭୁ ଅଟନ୍ତି। ସେ ସମ୍ପୂର୍ଣ୍ଣ ଭାବରେ ସମସ୍ତ ବିଷୟ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ରାଜାମାନଙ୍କ ରାଜା ଓ ସେ ପ୍ରଭୁମାନଙ୍କ ପ୍ରଭୁ ଅଟନ୍ତି। ପୁଣି ଆମ୍ଭେମାନେ କହି ପାରୁ ଯେ, ବାସ୍ତବ ଭାବରେ ଏହା କ'ଣ ଅର୍ଥ ପ୍ରକାଶ କରେ, ତାହା ପୁରାପୁରି ଚିନ୍ତା କରିବାକୁ ମୁଁ ତୁମକୁ ନିମନ୍ତ୍ରଣ କରିବାକୁ ଚାହେଁ କାରଣ ଏହା ତାହାଙ୍କ ଅଧିକାର ବିଷୟରେ ଏହାର ପ୍ରସଙ୍ଗ ମଧ୍ୟରେ ହିଁ ଅଛି, ତାହା ସେ ମହାନ ଆଦେଶରେ ଉଚ୍ଚାରଣ କରିବାକୁ ଯାଉଅଛନ୍ତି। ସମସ୍ତ ଅଧିକାର ଯୀଶୁଙ୍କୁ ପ୍ରଦତ୍ତ ହୋଇଅଛି ଏହା କହିବାର ଅର୍ଥ କ'ଣ ସମ୍ପାଦନ କରେ?  ସରଳ ଭାବରେ ଏହାର ଅର୍ଥ ଯେ ସେ ସର୍ବୋଚ୍ଚ ଶାସକ, ସେ ସମସ୍ତ ବିଷୟର ପ୍ରଭୁ ଅଟନ୍ତି।

ପୁଣି ତାହାର ଅର୍ଥ ଯେ ସେ ପ୍ରାକୃତିକ ଜଗତ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ପ୍ରାକୃତିକ ଜଗତରେ ଥିବା ବୃହତ ବୃହତ ବିଷୟସବୁ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ବାୟୁ ଓ ବୃଷ୍ଟି ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ପୀଡା ଓ ମୃତ୍ୟୁ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ଆଗ୍ନେୟଗିରିସବୁ, ଭୂମିକମ୍ପସବୁ, ତୋଫାନସବୁ ଓ ଘୁର୍ଣ୍ଣିବାତ୍ୟାସବୁ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି।

ମାତ୍ର ସେ ପ୍ରାକୃତିକ ଜଗତରେ ଥିବା କ୍ଷୁଦ୍ର କ୍ଷୁଦ୍ର ବିଷୟସବୁ ଉପରେ ମଧ୍ୟ ସର୍ବୋଚ୍ଚ ଶାସକ ଅଟନ୍ତି। ସେ DNA (ଡି.ଏନ.ଏ) ଓ ଜୀବକୋଷ ଗଠନ ପ୍ରଣାଳୀସବୁ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ବିଦ୍ୟୁତ ଅଣୁସବୁ ଯାହା ତୁମ ଓ ମୋ ଶରୀରରେ ମୂଳ କଣିକା ସବୁକୁ ବୃତ୍ତାକାରରେ ଗତି କରାଉଅଛି ସେସବୁ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ସଂକ୍ରମିତ କରୁଥିବା ଜୀବାଣୁସବୁ ଓ ରକ୍ଷା କରୁଥିବା ଶ୍ଵେତ ଅଣୁକୋଷସବୁ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ପ୍ରାକୃତିକ ଜଗତ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି।

ସେ ସମସ୍ତ ମାନବ ପ୍ରାଧିକାରୀମାନଙ୍କ ଉପରେ ମଧ୍ୟ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ଆମ୍ଭମାନଙ୍କ ସମୀପସ୍ଥ ମାନବ ପ୍ରାଧିକାରୀମାନଙ୍କ;  ମାନବତତ୍ତ୍ୱ ସମ୍ୱନ୍ଧୀୟ ସୈନ୍ୟଦଳ ଯାହା ପ୍ରତ୍ୟେକ ସମୟରେ ଦୁର୍ଦମ୍ୟ ଓ ଅଜେୟ ଜଣାପଡେ; ଆମ୍ଭମାନଙ୍କ ସହରଗୁଡ଼ିକ ଓ ଆମ୍ଭମାନଙ୍କ ରାଜ୍ୟ ଓ ଆମ୍ଭମାନଙ୍କ ଦେଶର ସୈନ୍ୟଦଳ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ଅଜାତ ବଧ କରିବାକୁ ଅନ୍ୱେଷଣ କରୁଥିବା ରାଜନୈତିକ ଶକ୍ତିସବୁ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ଈଶ୍ୱର ଏପରିକି ଯୋଜନାକରାଯାଇଥିବା ପିତୃତ୍ୱ ମାତୃତ୍ୱ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ବର୍ତ୍ତମାନ ଗୋଟିଏ ସେକେଣ୍ଡ ନିମନ୍ତେ ସେହି ବିଷୟରେ ଚିନ୍ତା କରନ୍ତୁ। ସେ ସମୀପସ୍ଥ ମାନବ ପ୍ରାଧିକାରୀମାନଙ୍କ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ଦୂରବର୍ତ୍ତୀ ମାନବ ପ୍ରାଧିକାରୀମାନଙ୍କ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ଈଶ୍ୱର ଉତ୍ତର କୋରିଆର ଅଧିକାରୀ ଅଟନ୍ତି। ଈଶ୍ୱର ଆଲେ-କ୍ଷୁଦା ଜାଲତନ୍ତ୍ରର ଅଧିକାରୀ ଅଟନ୍ତି। ସେ ବିସ୍ମିତ ନୁହନ୍ତି। ସେ ଜାଣନ୍ତି କ'ଣ ଘଟୁଅଛି ଓ ତଥାପି ସେ ସର୍ବୋଚ୍ଚ ଶାସକ ଅଟନ୍ତି।  

ଯୀଶୁ ତଥାପି ଆତ୍ମିକ ଜଗତ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସମସ୍ତ ଅଧିକାର ତାହାଙ୍କୁ ପ୍ରଦତ୍ତ ହୋଇଅଛି। ସେ ମନ୍ଦ ଆତ୍ମା ଓ ଶୟତାନ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ଦୈବିକ ଓ ଆକ୍ରମଣାତ୍ମକ ଲଣ୍ଡା ଦଳ, ଭୁତାତ୍ମା, ଗୁଣିଆ, ଭୌତିକ ବିଜ୍ଞାନ ଓ ଭାଗ୍ୟଫଳ ଜାଣିବା ପାଇଁ ବ୍ୟବହୃତ କାର୍ଡସବୁ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ଆତ୍ମିକ ଜଗତ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି।

ସେ ବିଶ୍ୱ ଧର୍ମସମୂହ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ମୁସଲମାନଧର୍ମାବଲମ୍ବୀ ଓ ବୌଦ୍ଧଧର୍ମାବଲମ୍ବୀ ଓ ହିନ୍ଦୁଧର୍ମାବଲମ୍ବୀ ଓ ଦୃଶ୍ୟମାନ ବସ୍ତୁଗୁଡ଼ିକର ବିଶ୍ୱାସୀମାନଙ୍କ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ଯୀଶୁ ମର୍ମନ ଓ ଯିହୋବା ବିଶ୍ୱାସୀମାନଙ୍କ ଓ ନୂତନ ଯୁଗ ଓ ଭିନ୍ନ ଆତ୍ମା ଓ ଅନ୍ଧ ବିଶ୍ୱାସ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ଆଉ ଦିନେ ଏହି ସମସ୍ତ ଲୋକେ ଶ୍ୟତାରେ ଜାନୁ ନତ କରିବେ ଓ ବିଚାରରେ ସମସ୍ତ ଅଧିକାର ପ୍ରଦତ୍ତ ହୋଇଥିବା ଯୀଶୁଙ୍କ ସମ୍ମୁଖରେ ଜାନୁ ନତ କରିବେ।  

ଯୀଶୁ ପ୍ରତ୍ୟେକ ବ୍ୟକ୍ତିର ପ୍ରତ୍ୟେକ ଅଂଶ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ମୋହର ଇଚ୍ଛାସମୂହ ଓ ଲକ୍ଷ୍ୟସମୂହ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ମୋର ଅର୍ଥ ଓ ମୋର ସମୟ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ଆମ୍ଭମାନଙ୍କ ଦକ୍ଷତାସମୂହ ଓ ଆମ୍ଭମାନଙ୍କ ସ୍ୱାଭାବିକ କାର୍ଯ୍ୟ କରିବାରେ ବିଫଳତାସମୂହ, ଆମ୍ଭମାନଙ୍କ ଅତୀତ, ଆମ୍ଭମାନଙ୍କ ଭବିଷ୍ୟତ  ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି। ସେ ଆମ୍ଭମାନଙ୍କ ସନ୍ତାନଗଣ ଓ ବନ୍ଧୁଗଣ ଓ ଆମ୍ଭମାନଙ୍କ ପ୍ରତିଵାସୀମାନଙ୍କ ଓ ସହ-କାର୍ଯ୍ୟକାରୀମାନଙ୍କ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି।  ତୁମ୍ଭେ ଧାରଣା ପାଅ କି?

ଯୀଶୁ ସମସ୍ତ ବିଷୟର ପ୍ରଭୁ ଅଟନ୍ତି। ସେ ସମସ୍ତ ବିଷୟ ଉପରେ ସର୍ବୋଚ୍ଚ ଶାସକ ଅଟନ୍ତି, ସେ ଯୀଶୁ ଅଟନ୍ତି ଯାହାଙ୍କୁ ସମସ୍ତ ଅଧିକାର ପ୍ରଦତ୍ତ ହୋଇଅଛି ଯେ ତୁମକୁ ଓ ମୋତେ କହନ୍ତି, "ଯାଅ ଶିଷ୍ୟ କର। ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କର।"

୩. "ଅତଏବ, ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କର"

ଆମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା ବିଷୟରେ ଆଶ୍ଚର୍ଯ୍ୟ ହୋଇ ଆମ୍ଭମାନଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟରେ ବହୁତ ସମୟ ବିତାଉ। ମୁଁ  ଯେତେବେଳେ  ଶିକ୍ଷା ଦେଉଥିଲି ସେତେବେଳେ ମୋତେ ଏକ ନମ୍ବର ପ୍ରଶ୍ନ ପଚରା ଗଲା, "ଈଶ୍ୱରଙ୍କ ଇଚ୍ଛା କ'ଣ? ଈଶ୍ୱରଙ୍କ ଇଚ୍ଛା କ'ଣ? ସେହି ପ୍ରଶ୍ନ ପ୍ରତି ଉତ୍ତର ବାସ୍ତବ ରୂପେ ସରଳ ଅଟେ, ଏହା ବାସ୍ତବ ରୂପେ ସ୍ପଷ୍ଟବାଦୀ ଅଟେ। ଈଶ୍ୱରଙ୍କ ଇଚ୍ଛା ହେଉଛି ଯେ ତୁମ୍ଭେମାନେ ଶିଷ୍ୟ କର। ସେଠାରେ। ସମୟ। ଆଲୋଚନାର ଶେଷ। ଈଶ୍ୱରଙ୍କ ଇଚ୍ଛା ବିଷୟରେ ଆଉ ଅଧିକ ସମୟ ନଷ୍ଟ ହେଲା ନାହିଁ।

ଈଶ୍ୱରଙ୍କ ଇଚ୍ଛା ହେଉଛି ଯେ ତୁମ୍ଭେ ଜଣେ ଶିଷ୍ୟ ହୁଅ, ତୁମ୍ଭେ ପବିତ୍ରିକରଣ ଅନୁସରଣ କର, ୧ ଥେସଲନୀକୀୟ ୫। ଆଉ ତାପରେ ତୁମ୍ଭେ ଅଧିକ ଶିଷ୍ୟ କର। ତୁମ୍ଭର ଓ ମୋହର ଜୀବନରେ ଈଶ୍ୱରଙ୍କ ଇଚ୍ଛା ହେଉଛି ଯେ ଆମ୍ଭେମାନେ ଶିଖୁଥିବା ବ୍ୟକ୍ତି ହେଉ; ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗାମୀକାରୀ ହେଉ; ଆମ୍ଭେମାନେ ଶିଷ୍ୟ ହେଉ ଆଉ ତତ୍ପରେ ଆମ୍ଭେମାନେ ଅଧିକ ଶିଷ୍ୟ କରୁ। ଦ୍ଵିଗୁଣ ବିଷୟରେ ତୁମ୍ଭେ କ'ଣ ଅନୁଭବ କର? ଖ୍ରୀଷ୍ଟୀୟାନମାନେ ଦ୍ଵିଗୁଣ କରୁଥିବା ବ୍ୟବସାୟରେ ଅଛନ୍ତି। ତାହା ହିଁ କରିବାକୁ ଆମ୍ଭେମାନେ ଏଠାରେ ଅଛୁ, ଈଶ୍ୱରଙ୍କ ଗୌରବ ନିମନ୍ତେ ଶିଷ୍ୟମାନଙ୍କୁ ଦ୍ଵିଗୁଣ କରିବାକୁ।

“ଅତଏବ?” ଶବ୍ଦକୁ ଦେଖନ୍ତୁ, ଯେପରି ମୋର ବୃଦ୍ଧ ଶିକ୍ଷକ କହୁଥିଲେ, “ଯେତେବେଳେ ତୁମ୍ଭେ ଏକ ଅତଏବ ଦେଖ, ସେତେବେଳେ ପଚାର  ସେଠାରେ ଏହାର କାରଣ କଅଣ।" ଏହା ହେଉଛି କାରଣ ସମସ୍ତ ଅଧିକାର ଯୀଶୁଙ୍କୁ ପ୍ରଦତ୍ତ ହୋଇଅଛି। ଏହା ହେଉଛି କାରଣ ଯେ ସେ ସମ୍ପୂର୍ଣ୍ଣ ଭାବରେ ସର୍ବୋଚ୍ଚ ଶାସକ ଅଟନ୍ତି, ସେ କିଏ ସେହି କାରଣ ସକାଶେ, ତେଣୁ ସେ ଆମ୍ଭମାନଙ୍କୁ କହି ପାରନ୍ତି କେବଳ ଆମ୍ଭେମାନେ କ'ଣ କରିବା ଉଚିତ ନୁହେଁ ମାତ୍ର ଆମ୍ଭେମାନେ କ'ଣ କରିବା ଆବଶ୍ୟକ। ପୁଣି ସର୍ବୋଚ୍ଚ ଶାସକ ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କ ପ୍ରଭୁ  କହନ୍ତି, "ଯାଅ ଶିଷ୍ୟ କର। ମୋ ନିମନ୍ତେ ଅନୁଗାମୀକାରୀମାନଙ୍କୁ ନିର୍ମାଣ କର।" ତୁମ୍ଭେ ଜାଣ କି ସେହି ବିଷୟରେ କ'ଣ ସ୍ୱତନ୍ତ୍ର କରୁଅଛି? ମୋର ଆଶ୍ଚର୍ଯ୍ୟ କରିବାର ନାହିଁ ମୋର ବ୍ୟବସାୟ ଯାହା ବି ହେଉ। ଯାହାକିଛି ସ୍ୱତନ୍ତ୍ର କାର୍ଯ୍ୟରେ ମୁଁ ଅଛି, ମୁଁ ଜାଣେ ଯେ ଏହି ପୃଥିବୀରେ ମୋହର ରହୁଥିବାର ଉଦ୍ଦେଶ୍ୟ ହେଉଛି ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ସେ ମୋ ଜୀବନରେ କରିଥିବା କାର୍ଯ୍ୟକୁ ପ୍ରତିରୂପ ସୃଷ୍ଟି କରି ଈଶ୍ୱରଙ୍କୁ ଗୌରବ କରିବା। ମୋର କାର୍ଯ୍ୟ ଶିଷ୍ୟ କରିବା ଅଟେ। ସର୍ବୋଚ୍ଚ ଶାସକ ଈଶ୍ୱରଙ୍କ ଦ୍ୱାରା ଏହା କରିବାକୁ ମୋତେ କୁହାଯାଇଅଛି। ପୁଣି ବାସ୍ତବରୂପେ ଏଠାରେ ଶାନ୍ତ ବିଷୟ ହେଉଛି ଯେ ମୁଁ କେହି ଜଣେ ବ୍ୟକ୍ତିଙ୍କର ଅନୁମତି ଆବଶ୍ୟକ କରୁ ନାହିଁ। ଯଦି ମୁଁ କେହି ଜଣେ ବ୍ୟକ୍ତିଙ୍କ ସହିତ ଯୀଶୁଙ୍କ ଅଂଶ କରିବାକୁ ଚାହେଁ, ତେବେ ସେମାନଙ୍କ ଅନୁମତି ପଚାରିବାକୁ ମୋତେ କିଛି କରିବାକୁ ପଡେ ନାହିଁ। ସେମାନଙ୍କ ପିତାମାତାଙ୍କ ଅନୁମତି ପଚାରିବାକୁ ମୋତେ କିଛି କରିବାକୁ ପଡେ ନାହିଁ। ବିଦ୍ୟାଳୟ ବୋର୍ଡର ଅନୁମତି ପଚାରିବାକୁ ମୋତେ କିଛି କରିବାକୁ ପଡେ ନାହିଁ। ଅନୁମତି ନିମନ୍ତେ ମୋହର ନିୟୋଜକଙ୍କୁ ପଚାରିବାକୁ ମୋତେ କିଛି କରିବାକୁ ପଡେ ନାହିଁ। ଅନୁମତି ନିମନ୍ତେ ରାଜନୈତିକ ଶକ୍ତିସମୂହକୁ ପଚାରିବାକୁ ମୋତେ କିଛି କରିବାକୁ ପଡେ ନାହିଁ, କାହିଁକି? କାରଣ ରାଜାମାନଙ୍କର ରାଜା, ପ୍ରଭୁମାନଙ୍କର ପ୍ରଭୁ ଯେ ସମସ୍ତ ଅଧିକାର ଓ ସମସ୍ତ ବାସ୍ତବ ଶକ୍ତି ଅଧିକାର କରନ୍ତି, ସେ କହିଲେ, "ଯାଇ ଶିଷ୍ୟ କର" ଆଉ ତାହା ସ୍ୱତନ୍ତ୍ର ଅଟେ। 

ତେଣୁ ଜଣେ ଛାତ୍ର ରୂପେ ମୁଁ ପ୍ରଶସ୍ତ କକ୍ଷସବୁରେ ଚାଲୁଅଛି କି କିମ୍ବା ମୁଁ ମଧ୍ୟାହ୍ନ ଭୋଜନ ପ୍ରକୋଷ୍ଠରେ କାର୍ଯ୍ୟରେ ଅଛି କି କିମ୍ବା ମୁଁ ମୋର ପ୍ରତିବାସୀ ସହିତ ବାର୍ତ୍ତାଳାପ କରୁଅଛି କି, ମୁଁ ବୁଝେ ଯେ ମୁଁ ତାହାଙ୍କ ରାଜଦୂତ; ମୁଁ ତାହାଙ୍କ ବାର୍ତ୍ତାବାହକ ପୁଣି ଯେରୂପ ମୁଁ ସାକ୍ଷୀ ଓ ଯେରୂପ ମୁଁ ଅଂଶ ବିତରଣ କରେ ଓ ଯେରୂପ ମୁଁ ବଞ୍ଚେ ଓ ଯେରୂପ ମୁଁ ପ୍ରଚାର କରେ ସେରୂପ ତାହା ମୋ ପଛରେ ଓ ମୋ ପାଖରେ ଓ ମୋ ସମ୍ମୁଖରେ ସର୍ବୋଚ୍ଚ ଶାସକ ପ୍ରଭୁ ଛିଡା ହୁଅନ୍ତି ଯାହାର ସମସ୍ତ ଅଧିକାର ଅଛି, ସେ ମୋତେ ଓ ତୁମ୍ଭକୁ କହିଅଛନ୍ତି, "ମୁଁ ଅଧିକ ଶିଷ୍ୟମାନଙ୍କୁ ଚାହେଁ।" ପୁଣି ଯଦି କେହି ଜଣେ ବ୍ୟକ୍ତି ଏହା ପସନ୍ଦ କରେ ନାହିଁ, ଏହା କଷ୍ଟକର! ସେମାନଙ୍କୁ ତୁମ୍ଭେ କିମ୍ବା ମୁଁ ଉତ୍ତର ଦେଇ ପାରିବା ନାହିଁ।

ବର୍ତ୍ତମାନ ଆମ୍ଭେମାନେ ଏହା କିପରି କରୁ ସେଥିରେ ଆମ୍ଭେମାନେ ହୁଏତ ଚତୁର ହୋଇଥାଇପାରୁ। ମାତ୍ର ସର୍ବ ଶେଷରେ, ଯଦିଓ, ମୁଁ ସେମାନଙ୍କୁ ଉତ୍ତର ଦିଏ ନାହିଁ, ମୁଁ ମୋହର ପ୍ରତିବାସୀଙ୍କୁ ଉତ୍ତର ଦିଏ ନାହିଁ, ମୁଁ ରାଜନୈତିକଗଣକୁ ଉତ୍ତର ଦିଏ ନାହିଁ, ମୁଁ ଈଶ୍ୱରଙ୍କୁ ଦିଏ।  ପୁଣି ଈଶ୍ୱରଙ୍କ ସମସ୍ତ ଅଧିକାର ଅଛି ଓ ଈଶ୍ୱର ମୋତେ କିଛି ବିଷୟ କରିବାକୁ କହିଲେ ଆଉ ତାହାଙ୍କ ଅନୁଗ୍ରହରେ, ଆମ୍ଭେମାନେ ତାହା କରିବା।

ମୁଁ ଜାଣେ ମହାନ ଆଦେଶ ବିଷୟରେ ତୁମ୍ଭେ ବାର୍ତ୍ତାଳାପ ଆରମ୍ଭ କରିବା କ୍ଷଣେ ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କଠାରେ ଧ୍ୱଜାସବୁ ଶୋଇପଡ଼େ। ମୁଁ ଚାହେଁ ଯେ ତୁମେ ଏହା ଅତି ସ୍ପଷ୍ଟରୂପେ ଶୁଣ । ମହାନ ଆଦେଶ ଏହି କୋଠରୀରେ ପ୍ରତ୍ୟେକ ଏକାକୀ ବ୍ୟକ୍ତିଙ୍କୁ ପ୍ରୟୋଗ କରେ। ଯେ ଯୀଶୁଙ୍କର ଶିଷ୍ୟ କେହି ଜଣେ ସେହି ଦାୟିତ୍ୱରୁ ମୁକ୍ତ ନୁହେଁ। ମହାନ ଆଦେଶରୁ କେହି ଜଣେ ହେଲେ ମୁକ୍ତ ନୁହେଁ। "ଯାଅ" ଶବ୍ଦ ବୈଷୟିକ ଦୃଷ୍ଟିକୋଣରୁ ଏକ ଆଦେଶ ସୂଚକ ନୁହେଁ। ମହାନ ଆଦେଶରେ, ବାସ୍ତବ ଭାବରେ କେବଳ ଏକ ଆଦେଶ, ଏକ ଆଦେଶ ସୂଚକ ଶବ୍ଦ ଅଛି ଆଉ ତାହା “ଶିଷ୍ୟ କର" ଅଟେ।

କେତେକ ଲୋକଙ୍କ ନିମନ୍ତେ ସେମାନଙ୍କ ଜୀବନରେ ଈଶ୍ୱରଙ୍କ ଆହ୍ୱାନ ଏପରି ହେବ ଯେ ସେମାନଙ୍କୁ ଯିବାକୁ ପଡିବ ବୋଲି ଯାଉଅଛନ୍ତି, କାରଣ ସେମାନେ ସମସ୍ତ ଜାତିର ଲୋକଙ୍କୁ ଶିଷ୍ୟ କରିବାକୁ ଯାଉଅଛନ୍ତି। ମାତ୍ର ଅନ୍ୟ ମାନଙ୍କ ନିମନ୍ତେ ମହାନ ଆଦେଶ ସମାନ ଭାବରେ ପ୍ରୟୋଗ କରେ, ଆମ୍ଭମାନଙ୍କ ମଧ୍ୟରୁ ସେମାନଙ୍କୁ, ଯେଉଁମାନେ ବାସ ଗୃହରେ ରହନ୍ତି (ଏହା ବାସଗୃହ ନୁହଁ, ଏହା ମଇଳାର ମାଟି ଟେଳା) ମାତ୍ର ସେମାନଙ୍କ ନିମନ୍ତେ ଯେଉଁମାନେ ଆମ୍ଭମାନଙ୍କ ନିଜ ଦେଶରେ ରହନ୍ତି କାରଣ ଦେଶସମୂହ ମଧ୍ୟରୁ ଆମ୍ଭର ଦେଶ ଏକ ଅଂଶ ଅଟେ। ତେଣୁ ତୁମ୍ଭେ ଯାଅ କିମ୍ବା ତୁମ୍ଭେ ରୁହ, ମହାନ ଆଦେଶ ସମ ଭାବରେ ସମାନ; କିନ୍ତୁ ଆମ୍ଭମାନଙ୍କୁ ଶିଷ୍ୟ କରିବାକୁ ପଡିବ। ଯେଉଁଠାରେ ଆମ୍ଭେମାନେ ରୋପଣ କରିଅଛୁ ଫୁଲ ଫୁଟୁଅଛି କିଅବା ଆମ୍ଭେମାନେ ନିଜେ ମୂଳ ଉପାଡି ଦେଉଅଛୁ ଓ ଆମେ ନିଜକୁ କୌଣସିଠାରେ ୟୁକ୍ରେନ ପରି ରୋପଣ କରୁଅଛୁ। ମହାନ ଆଦେଶ ସୁସମାଚାରର କାହାଣୀର ଚରମ ବିନ୍ଦୁ ରୂପେ ଦଣ୍ଡାୟମାନ ହୁଏ ପୁଣି ଏହା ଯୀଶୁଙ୍କ ସର୍ବୋଚ୍ଚ ଅଧିକାର ଓ ଶକ୍ତିର ପ୍ରସଙ୍ଗ ମଧ୍ୟରେ ଯେଉଁଥି ନିମନ୍ତେ ଆମ୍ଭ ପ୍ରତ୍ୟେକଙ୍କୁ ଶିଷ୍ୟ କରିବାକୁ ସେ ଆହ୍ୱାନ ଦିଅନ୍ତି। ଆଶ୍ଚର୍ଯ୍ୟ!

ପ୍ରଶ୍ନ ହେଉଛି ତେବେ ଆମ୍ଭେମାନେ କିପରି ତାହା କରିବା? ଶିଷ୍ୟ କରିବାକୁ ତୁମ୍ଭେ କିପରି ଯିବ? ସୌଭାଗ୍ୟକ୍ରମେ, ଯୀଶୁ ପ୍ରସଙ୍ଗରେ ଜାରି ରଖନ୍ତି ଓ ଆମ୍ଭେମାନେ କିପରି ଶିଷ୍ୟ କରିବା ତାହା ଆମ୍ଭକୁ କହନ୍ତି। ପୁଣି ଏହା ଅତି କମରେ ଦୁଇ- ପଦକ୍ଷେପ ପ୍ରକ୍ରିୟା ଅଟେ। 

କ. ସେମାନଙ୍କୁ ବାପ୍ତିସ୍ମ ଦେଇ

ପ୍ରଥମେ, ପିତା ଓ ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ସେମାନଙ୍କୁ ବାପ୍ତିସ୍ମ ଦେଇ ଆମ୍ଭେମାନେ ଶିଷ୍ୟ କରୁ। ଯେତେବେଳେ ଆମ୍ଭେମାନେ ସୁସମାଚାରରେ ଜଡିତ ହେଉ ସେତେବେଳେ ଆମ୍ଭେମାନେ ମହାନ ଆଦେଶକୁ ପାଳନ କରିବାକୁ ଆରମ୍ଭ କରୁ। ଯେତେବେଳେ ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ହେଉଥିବାରେ ଆମ୍ଭେମାନେ ଜଡିତ ରହୁ, ସେତେବେଳେ ଆମ୍ଭେମାନେ ମହାନ ଆଦେଶକୁ ପାଳନ କରିବାକୁ ଆରମ୍ଭ କରୁ। ପୁଣି ତହିଁ ଉତ୍ତାରେ ଯେପରି ଆମ୍ଭେମାନେ ତ୍ରିତ୍ୱଈଶ୍ୱରଙ୍କ: ପିତା, ପୁତ୍ର ଓ ପବିତ୍ରଆତ୍ମାଙ୍କ ନାମରେ ନୂତନ ଶିଷ୍ୟମାନଙ୍କୁ ବାପ୍ତିସ୍ମ ଦେଉ, ସେପରି ସେମାନେ ସେମାନଙ୍କ ଶବ୍ଦସବୁ, ସେମାନଙ୍କ କ୍ରିୟାସବୁ ଓ ସେମାନଙ୍କ ଜୀବନସବୁ ଦ୍ୱାରା ସେମାନେ  ଘୋଷଣା କରୁଅଛନ୍ତି ଯେ ସେମାନେ ତାହାଙ୍କର ଶିଷ୍ୟମାନେ ହୋଇଅଛନ୍ତି।  

ଏହା ବୁଡ଼ାଇବା ନୁହେଁ, ଏହା ଜଳରେ ନିମଜ୍ଜନ କରିବା ନୁହେଁ, ଏହା ବହୁତ ଜଳ ମଧ୍ୟରୁ ବାହାରି ଆସିବା ନୁହେଁ, ଏହା ବାସ୍ତବ ଅଟେ ଯେ ଆମ୍ଭେମାନେ ଶିଷ୍ୟରେ ପରିଣତ ହେଉଥିବା ଲୋକମାନଙ୍କ ସହିତ ଜଡ଼ିତ ଅଟୁ ଆଉ ନୂତନ ଶିଷ୍ୟମାନେ ଘୋଷଣା କରିବାକୁ ଚାହାନ୍ତି ଯେ ସେମାନେ ନୂତନ ପରିବାରସମୂହରେ ସଦସ୍ୟ ଅଟନ୍ତି ପୁଣି ତାହା ବାପ୍ତିସ୍ମର ସବୁ ବିଷୟ ଅଟେ।    

ପୁଣି ପୁନର୍ବାର, ମୁଁ ଜାଣେ ଯେତେବେଳେ ତୁମ୍ଭେ ସୁସମାଚାର ବିଷୟରେ କଥାବାର୍ତ୍ତା କରିବାକୁ ଆରମ୍ଭ କର ସେତେବେଳେ ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କ ଭିତରେ କିଛି ବିଷୟ ଅଛି ଯାହା କହେ, ଠିକ ଅଛି, ସବୁ ଠିକ, ତୁମ୍ଭେମାନେ ସେହି ବିଷୟରେ କଥାବାର୍ତ୍ତା କରିପାର କାରଣ ସବୁକଥା ବିଚାର କଲାପରେ, ମୁଁ ଜଣେ ପ୍ରଚାରକ ନୁହେଁ। ଏହା ବାସ୍ତବରେ ମୋ ପ୍ରତି ପ୍ରଯୁଜ୍ୟ ନୁହେଁ। ତାହା ମୋର ଦାନ ନୁହେଁ। ତୁମେ ଜାଣ ମୋର ଦୟାକରିବାର ଦାନ ଅଛି ତେଣୁ ଲୋକମାନଙ୍କୁ ଦୟା ପ୍ରଦର୍ଶନ କରୁଅଛି।" ପୁଣି ଆମ୍ଭେମାନେ କହୁ, "ତାହା ମୋର ଦାନ ନୁହେଁ। ତାହା କେହି ଜଣେ ବ୍ୟକ୍ତିଙ୍କର ଦାନ ଅଟେ ଓ ତେଣୁ ସେମାନେ ସୁସମାଚାର ପ୍ରଚାର କରିପାରିବେ।" ସେମାନଙ୍କ ସ୍ୱତନ୍ତ୍ର ଦାନ ନିର୍ବିଶେଷରେ ମହାନ ଆଦେଶ ହେଉଛି ସମସ୍ତ ଶିଷ୍ୟମାନଙ୍କ ନିମନ୍ତେ ଉଦ୍ଧିଷ୍ଟ। ଈଶ୍ୱରଙ୍କ ପ୍ରେମ ଓ ଲୋକମାନଙ୍କୁ ପରିବର୍ତ୍ତନ କରିବାକୁ  ଇଚ୍ଛା ଯାହା ସେହି ବ୍ୟକ୍ତିଙ୍କୁ ଦେଉଥିବାର ଦୟାର ପ୍ରସଙ୍ଗ ଭିତରେ ବିତରଣ କରିବା ନିମନ୍ତେ ଅଧିକତର ଉତ୍ତମ ସ୍ଥାନ କ'ଣ ଅଟେ।

ସୁସମାଚାର ରାସ୍ତା କୋଣ ଓ ତମ୍ବୁ ଉଦ୍ଧିପନ୍ନାସବୁରେ ସାକ୍ଷ୍ୟ ଦେଉଥିବା ଅପେକ୍ଷା ଅଧିକତର ଅଧିକ, ସେଗୁଡ଼ିକ ପରି ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ସୁସମାଚାର ଘଟେ ଯେତେବେଳେ ଆମର ଅନ୍ତଃକରଣସବୁ ନିରାଶାରେ ଆମର ପ୍ରତିବାସୀ ପାଇଁ ଭାଙ୍ଗିଯାଏ ଓ ଆମ୍ଭେମାନେ ଆମ୍ଭର ଆଣ୍ଠୁସବୁ ପାତୁ ଓ ଆମ୍ଭେମାନେ ଲୋକମାନଙ୍କୁ କହିବାକୁ ସୁଯୋଗ ଦେବା ନିମନ୍ତେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରୁ ଯେ ସେମାନେ ନର୍କଗାମୀ ହେଉଅଛନ୍ତି। ଆମ୍ଭେମାନେ ଈଶ୍ୱରଙ୍କଠାରେ ପ୍ରାର୍ଥନା କରି କହୁ, "ମୋତେ ଏପ୍ରକାର ବ୍ୟକ୍ତି କର ଯେ ଏହା ଏତେ ସ୍ପଷ୍ଟ ଯେ ମୁଁ ନର୍କରେ ବିଶ୍ୱାସ କରେ।" ପୁଣି ତୁମେ ସେଠାକୁ ଯିବାକୁ ଚାହଁ ନାହିଁ କାରଣ ଈଶ୍ୱର ସେଠାରେ ନାହାଁନ୍ତି।

ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ଯାହା କରିଅଛନ୍ତି ସେଥିନିମନ୍ତେ ଯେତେବେଳେ ଆମ୍ଭର ମୁଖ ଧନ୍ୟଵାଦାର୍ପଣରେ ପୂର୍ଣ୍ଣ ହୁଏ, ସେତେବେଳେ ସୁସମାଚାର ଘଟେ। ଏହା କେବଳ ଆମ ମୁଖରୁ ପ୍ରବାହିତ ହୁଏଆମ୍ଭେମାନେ ଆମ୍ଭମାନଙ୍କ ମୁଖସବୁ ଖୋଲିଦେଉ ଓ ଆମ୍ଭ ମୁଖସବୁରୁ ପ୍ରଶଂସା ଓ ଧନ୍ୟଵାଦାର୍ପଣ ଓ ଯୀଶୁଙ୍କ ନାମ ବାହାରେ, ଲୋକମାନେ ଜାଣନ୍ତୁ ଯେ ଆମ୍ଭେମାନେ ସ୍ୱତନ୍ତ୍ର ଅଟୁ। 

ସୁସମାଚାର ଘଟେ ଯେତେବେଳେ ଆମର ପରିବର୍ତ୍ତିତ ଜୀବନ ପ୍ରଚାର କରେ ଯେ ଈଶ୍ୱର ମୋର ଅନ୍ତଃକରଣ ପରିବର୍ତ୍ତନ କଲେ ସେତେବେଳେ ସୁସମାଚାର ଘଟେ ତା’ପରେ ଯେପରି ଆମ୍ଭେମାନେ ଆମ୍ଭମାନଙ୍କ ଆଶା ବ୍ୟାଖ୍ୟା କରୁ ଯେଉଁ ଆଶା ଜଗତରେ ନାହିଁ। ପୁଣି ତା’ପରେ ଲୋକ ତୁମ ନିକଟକୁ ଆସନ୍ତି ଓ ସେମାନେ ତୁମର ବାକ୍ୟସବୁ ଶୁଣନ୍ତି ଓ ସେମାନେ ତୁମ୍ଭ ଜୀବନ ଦେଖନ୍ତି ପୁଣି ସେମାନେ କହନ୍ତି, ତୁମ୍ଭ ବିଷୟରେ ଭିନ୍ନ କ'ଣ ଅଟେ? "ଆଉ ତୁମ୍ଭେ କୁହ, ମୋତେ ତୁମକୁ ଏ ବି ସି  କହିବାକୁ ଦିଅ। ମୁଁ ସ୍ୱୀକାର କଲି ଯେ ମୁଁ ଜଣେ ପାପୀ ଥିଲି। ମୁଁ ସତ୍ୟତା ଗ୍ରହଣ କଲି ଯେ ମୋର ପାପ ମୋହର ଈଶ୍ୱରଙ୍କ ଠାରୁ ମୋତେ ପୃଥକ କଲା। ମୁଁ ବିଶ୍ୱାସ କରେ ଯେ କ୍ରୁଶରେ ଯୀଶୁଙ୍କ ମୃତ୍ୟୁ ମୋର ପାପ ପାଇଁ ଦଣ୍ଡ ଭୋଗ କଲା। ସେ ଏହା ସମ୍ଭବ କଲା କାରଣ ସେ ଈଶ୍ୱର-ମନୁଷ୍ୟ ଅଟନ୍ତି। ଆଉ ମୁଁ ମୋ ଜୀବନକୁ ତାହାଙ୍କୁ ଅର୍ପଣ କଲି। ମୁଁ ତାହାଙ୍କ ସନ୍ତାନ ହେଲି ଓ ମୁଁ ଆଉ ମୋ ପାଇଁ ନୁହଁ କିନ୍ତୁ ତାହାଙ୍କ ଗୌରବ ପାଇଁ ବଞ୍ଚିବି। ସେହି କାରଣରୁ ମୁଁ ଭିନ୍ନ ଅଟେ।" ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଲୋକମାନଙ୍କ ପାଇଁ ବାସ୍ତବ ସୁସମାଚାର ଏହିପରି ଅଟେ

ତେଣୁ ତୁମକୁ ପ୍ରଶ୍ନ ବନ୍ଦ କରିବାର ଓ ନିଜକୁ "ମୋର ଜୀବନ କିପରି ଦେଖାଯାଏ ସେପରି ଅଟେ କି? ମୋର ଜୀବନ କ'ଣ ଲୋକମାନଙ୍କୁ ପରିବର୍ତ୍ତନ କରିବାକୁ ଈଶ୍ୱରଙ୍କ ଶକ୍ତି ପ୍ରତି ଜୀବନ୍ତ ସାକ୍ଷ୍ୟ ଅଟେ କି? ମୋହର ପ୍ରତିବାସୀମାନଙ୍କ ସହିତ ଏକ ସମ୍ପର୍କ ସ୍ଥାପନ କରିବାକୁ ସୁଯୋଗ ନିମନ୍ତେ ଏକ ନିୟମିତ ଭିତ୍ତିରେ ମୁଁ ପ୍ରାର୍ଥନା କରେ କି? କିମ୍ବା ଯେତେବେଳେ ମୁଁ ସେମାନଙ୍କୁ ଚଳାଇବା ଦେଖି, ବୁଲି ପଡେ କି? ପୁଣି ବାହାନା କରେ କି ଯେପରି ମୁଁ ସେମାନଙ୍କୁ ଦେଖେ ନାହିଁ ଆଉ ସେମାନଙ୍କୁ ଅବହେଳା କରେ କି କାରଣ ଏହା ଏକ ଅଳ୍ପ ଅସୁଖକର କି କାରଣ ସେମାନେ ଅଳ୍ପମାତ୍ର  ସ୍ୱତନ୍ତ୍ର କି? ପଚାରିବାର ଅଛି।”

ଆମ୍ଭର ମୁଖସବୁ ଧନ୍ୟବାଦାର୍ପଣରେ ପୂର୍ଣ୍ଣ ଅଟେ କି? ଆମ୍ଭେମାନେ ମୁଖ ଖୋଲୁ କି ଓ ମୁଖରୁ ପ୍ରଶଂସା ଓ ଅନୁଗ୍ରହ ନିର୍ଗତ ହୁଏ କି? (ଏଫିସୀୟ ୪ କହେ କେବଳ ଗୋଟିଏ ବିଷୟ ଯାହା ମୋ ମୁଖରୁ ନିର୍ଗତ ହେବାକୁ ମନେ କରାଯାଏ ତାହା ହେଉଛି ପ୍ରଶଂସା ଓ ଧନ୍ୟଵାଦାର୍ପଣ, ଅନୁଗ୍ରହର ପ୍ରସାରଣ ଯାହା ନିଷ୍ଠା ଜନ୍ମାଏ ଓ ଗଠନ କରେ)? କିମ୍ବା ଯେତେବେଳେ ମୁଁ ମୋ ମୁଖ ଖୋଲେ ଅନ୍ୟ ପ୍ରତ୍ୟେକ ଜଣଙ୍କ ପରି ମୁଁ ଶବ୍ଦ କରେ କି? ଏକ ସମାଲୋଚନାତ୍ମକ ଓ ବିଚାର ସମ୍ବନ୍ଧୀୟ ଆତ୍ମା ସହିତ ମୁଁ ଏତେ ଗ୍ରାସିତ ଅଟେ କି ଯାହା ନାସ୍ତିବାଚକ ପରେ ନାସ୍ତିବାଚକ କେବଳ ମୋ ଜିହ୍ୱାରୁ ପ୍ରବାହିତ ହୁଏ କି? ତେବେ ମୁଁ  ପ୍ରତ୍ୟେକ ଜଣଙ୍କ ପରି ଦେଖାଯାଏ। ମୁଁ ଜଣେ ଖ୍ରୀଷ୍ଟିୟାନ ଥିଲି ସେ ପ୍ରକାର ମୁଁ କଥାବାର୍ତ୍ତା କରିବା ଦ୍ୱାରା କେହି ଜଣେ ଜାଣିବେ ନାହିଁ। ଆମ୍ଭମାନଙ୍କ ଜୀବନ କ'ଣ ସ୍ୱତନ୍ତ୍ର କି? ଆମ୍ଭେମାନେ ପୃଥିବୀର ଲବଣ କିନ୍ତୁ ଉଚ୍ଚ ବିଦ୍ୟାଳୟରେ ଅନ୍ୟ ପ୍ରତ୍ୟେକ ପିଲାମାନଙ୍କ ପରି ଆମ୍ଭେମାନେ ଦେଖାଯାଉ କି ପୁଣି ଆମ୍ଭର ଜୀବନରେ କୌଣସି ସ୍ୱତନ୍ତ୍ରତା ଅଛି କି ନାହିଁ  ତାହା କେହି ଦେଖି ପାରେ ନାହିଁ। 

ତୁମ୍ଭେ ସୁସମାଚାର ବିତରଣ କରିବାକୁ ପ୍ରସ୍ତୁତ ଅଚ୍ଛ କି? ଆମ୍ଭେମାନେ ନର୍କରେ ବିଶ୍ୱାସ କରିବା ପରି ବଞ୍ଚୁ କି କିମ୍ବା ଆମ୍ଭେମାନେ ନର୍କରେ ବିଶ୍ୱାସ ନ କରିବା ପରି ବଞ୍ଚୁ? ଆମ୍ଭମାନଙ୍କ ଜୀବନ କିପରି ଦେଖାଯାଏ? କ'ଣ ଏହା ଏକ ସୁସମାଚାରର ଜୀବନ୍ତ ହତିଆର ଯାହା ନିର୍ଦ୍ଧିଷ୍ଟ ଦାନସକଳ ନିର୍ବିଶେଷରେ ଈଶ୍ୱର ଆମ୍ଭମାନଙ୍କୁ ପ୍ରଦାନ କରିଅଛନ୍ତି।

ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ହେଉଥିବା ଲୋକମାନଙ୍କଠାରେ ଜଡ଼ିହୋଇଥିବାରୁ ମହାନ ଆଦେଶର ଅଂଶ ଆମ୍ଭମାନଙ୍କ ସହିତ ବ୍ୟବହାର କରିବାର ଅଛି। କିନ୍ତୁ ତାହା କେବଳ ଏହାର ଅର୍ଦ୍ଧାଂଶ କାରଣ ମହାନ ଆଦେଶ ସଫଳ କରିବାକୁ ଏକ ଦ୍ଵିତୀୟଂଶ ଅଛି; ତାହା ହେଉଛି ଯେ "ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ଆମ୍ଭେମାନେ ସେହି ସବୁ ପାଳନ କରିବାକୁ ଲୋକମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ।"

ଖ. ସେହିସବୁ ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ

ଅନ୍ୟ ଅର୍ଥରେ, ମହାନ ଆଦେଶ ସମାନ ଭାବରେ ସୁସମାଚାର ଓ ପବିତ୍ରୀକରଣ ବିଷୟରେ ସମ୍ପୃକ୍ତ ଅଟେ। ଏହା ସମାନ ଭାବରେ ଶିଷ୍ୟ ହେଉଥିବା ଓ ଶିଷ୍ୟରୂପେ ବଞ୍ଚୁଥିବା ଲୋକମାନଙ୍କ ସହିତ ସମ୍ପୃକ୍ତ ଅଟେ। ମୁଁ ଜାଣେ ନାହିଁ  କିପରି ଅନେକ ଥର ଲୋକମାନେ କହିବାର ମୁଁ ଶୁଣିଅଛି, ସେମାନେ କହନ୍ତି ବିଷୟସବୁ ପସନ୍ଦ କରୁ, "ଠିକ ଅଛି, ଆମ୍ଭେମାନେ ମହାନ ଆଦେଶ-ଚଳାଉଥିବା ମଣ୍ଡଳୀ ଅଟୁ। ହଁ ଆଜ୍ଞା, ଆମ୍ଭେମାନେ ଅତି ଶୋଚନୀୟ ଭାବରେ ମହାନ ଆଦେଶକୁ ଗ୍ରହଣ କରୁ।" ପୁଣି ସେମାନେ ତଦ୍ୱାରା କ'ଣ ବୁଝନ୍ତି ତାହା ହେଉଛି ଯେକୌଣସି ରବିବାର ଦିନରେ ତୁମେ ଆସ, ତୁମେ ଯୋହନ ୩:୧୬ ପଦରେ ଥିବା ଏକ ଉପଦେଶ ଶୁଣିବାକୁ ପାଇବ। ବର୍ତ୍ତମାନ ମୁଁ  ଯୋହନ ୩:୧୬ ପ୍ରତି ଅନୁରକ୍ତ ଅଟେ, ମାତ୍ର ରବିବାର ପରେ ରବିବାର, ମାସ ପରେ ମାସ, ବର୍ଷ ପରେ ବର୍ଷ, ତାହା ଏକ ମହାନ ଆଦେଶ-ଚଳାଉଥିବା ମଣ୍ଡଳୀ ନୁହେଁ ତାହା ଏକ ମଣ୍ଡଳୀର ଅର୍ଦ୍ଧାଂଶ ଅଟେ।

ମାତ୍ର ଏପରି ତା’ଠାରୁ ଅଧିକ ଲୋକମାନେ କହିବାର ମୁଁ ଶୁଣେ, "ହଃ ଆମ୍ଭେମାନେ ଶିକ୍ଷା ଦେଉଥିବା ଏକ ମଣ୍ଡଳୀ ଅଟୁ। ଆମ ମଣ୍ଡଳୀକୁ ଆସନ୍ତୁ ଓ ପ୍ରତିପାଳିତ ହୁଅନ୍ତୁ।" ଆଉ ସେମାନେ ତଦ୍ୱାରା କ'ଣ ବୁଝନ୍ତି ତାହା ହେଉଛି ଆମ୍ଭେମାନେ ସମ୍ପୂଣ୍ଣରୂପେ ଅଜ୍ଞାତ ଯେ ଈଶ୍ୱର ଲୋକମାନଙ୍କୁ ନିଜ ଆଡକୁ ଆକର୍ଷଣ କରୁଅଛନ୍ତି, ଆମ୍ଭେମାନେ ଅନ୍ଵେଷଣକାରୀରେ ଆଗ୍ରହୀ ନହୁଁ ଆଉ ବାସ୍ତବରେ, ସେମାନେ ବାରମ୍ବାର ମୋର ବାଇବଲ ଅଧ୍ୟୟନର ମାର୍ଗରେ ପ୍ରବେଶ କରନ୍ତି, ଉଭୟ ସମାନ ଭାବରେ ସେମାନେ ସର୍ବୋଚ୍ଚ ଶାସକ ଈଶ୍ୱରଙ୍କ ପ୍ରତି ଅବାଧ୍ୟ ଥିଲେ। ତୁମ ଓ ମୋ ଜୀବନ ନିମନ୍ତେ, ବ୍ୟକ୍ତିଗତ ଭାବରେ ଓ ସାମୁହିକ ଭାବରେ, ଈଶ୍ୱରଙ୍କ ଇଚ୍ଛା ହେଉଛି ଆମ୍ଭେମାନେ ନୂତନ ଶିଷ୍ୟ କରୁ ଓ ଆମ୍ଭେମାନେ ସମ୍ପୂଣ୍ଣରୂପେ ଯୀଶୁ ଖ୍ରୀଷ୍ଟଙ୍କର ସମର୍ପିତ ଶିଷ୍ୟ କରୁ।

ତେବେ ତୁମ୍ଭେ କିପରି ତାହା କରିବ? "ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ" ମହାନ ଆଦେଶ ବିଷୟ ବସ୍ତୁ ଜଡିତ କରେ, ଏହା ମତବାଦ ଜଡିତ କରେ; ଈଶ୍ୱରତ୍ୱତ୍ତ୍ୱ ଅପରିଷ୍କାର ଶବ୍ଦ ନୁହେଁ। ଏହା ଉତ୍ତମ ଶବ୍ଦ ଅଟେ କାରଣ ତାହା ଆମମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ ରହିଅଛି। ପୁଣି ଶିକ୍ଷା ମୌଳିକ ଈଶ୍ୱରତ୍ୱତ୍ତ୍ୱ ସହିତ ଆରମ୍ଭ ହୁଏ। ଆସିବାକୁ ତୁମ୍ଭେ ଗୋଟିଏ ସ୍ଥାନ ଆବଶ୍ୟକ କର ଓ ତୁମ ବିଶ୍ୱାସର ମୌଳିକ ବିଷୟସବୁ ଶିକ୍ଷା କର। ଏହି କାରଣରୁ ମୁଁ  ବାଇବଲର ମୁଖ୍ୟ ଘଟଣାସମୂହ ଉପରେ ଏକ ୫୨ -ଭାଗ ଉପଦେଶ ପ୍ରଚାର କରୁଅଛି। ମୁଁ ଚାହେଁ ଯେ ତୁମେ ସମ୍ପୂର୍ଣ ବିଷୟକୁ ବୁଝ। ମୁଁ ଚାହେଁ ତୁମେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାସମୂହକୁ, ମୁଖ୍ୟ କଡ଼ି ଯାହା ଅଟାଳିକାକୁ ଏକତ୍ର ବାନ୍ଧି ରଖେ ତାହା ତୁମେ ଜାଣ। ଏହା ହିଁ ମୌଳିକ ଈଶ୍ୱରତ୍ୱତ୍ତ୍ୱ, ଯଦ୍ୱାରା ଯେତେବେଳେ ଆମ୍ଭେମାନେ କରିସାରିବା ପରେ ତୁମେ ବିଶ୍ୱାସ ଉକ୍ତିର ସେହି ଦ୍ଵିତୀୟ ପୃଷ୍ଠାରେ ଦେଖିପାରିବ ପୁଣି ଏହା ସମ୍ପୂର୍ଣ୍ଣ ରୂପେ ବୁଝି ପାରିବ ଆଉ ଏହାକୁ ପ୍ରତିରକ୍ଷା କରିବାକୁ ଓ ଏହା ନିମନ୍ତେ ଯୁକ୍ତିତର୍କ କରିବାକୁ ଓ ଏହା ଦ୍ୱାରା ବଞ୍ଚିବାକୁ ସକ୍ଷମ ହେବ।

ତେଣୁ ଶିକ୍ଷା ମୌଳିକ ଈଶ୍ୱରତତ୍ତ୍ୱ ଜଡିତ କରେ କିନ୍ତୁ କେବଳ ତାହା ଅପେକ୍ଷା ଏହା ଅଧିକ ଏହା ଉଚ୍ଚସ୍ତରୀୟ ଈଶ୍ୱରତତ୍ତ୍ୱ ଜଡିତ କରେ। ମୁଁ ଭାବେ ଦି କିଙ୍ଗ ଯେମସ ଅନୁବାଦ ହିଁ କେବଳ ଗୋଟିଏ ଯାହା ଏହି ପଦ ଠିକରେ ପ୍ରାପ୍ତ କଲା। "ସମସ୍ତ ବିଷୟ ଯାହା କିଛି ପାଳନ କରିବାକୁ ସେମାନଙ୍କୁ ଶିକ୍ଷା ଦିଅ।" ନିର୍ମାଣ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରତ୍ୟେକ ବିଷୟ ଯାହା ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେଲେ, ସେମାନେ ଜଣକ ପରେ ଜଣେ ସେମାନଙ୍କ ପରବର୍ତ୍ତୀ ପିଢ଼ିକୁ ଶିକ୍ଷା ଦେବେ। ପୁଣି ସେହି ପିଢ଼ି ସେମାନଙ୍କ ପାଳି ଅନୁସାରେ ଯୀଶୁ ସେମାନଙ୍କୁ ଯେଉଁ ଯେଉଁ ଶିକ୍ଷା ଦେଲେ ସେହି ସବୁ ଶିକ୍ଷା ସେମାନଙ୍କ ପରେ ଆସୁଥିବା ପରବର୍ତ୍ତୀ ପିଢ଼ିକୁ ଶିକ୍ଷା ଦେବେ। ବର୍ତ୍ତମାନ ଏହାର ଅର୍ଥ ନୁହେଁ ଯେ ଆମ୍ଭେମାନେ ସମସ୍ତେ ଶିକ୍ଷା ନିକେତନର ଅଧ୍ୟାପକ ହେବା। ଏହାର ଅର୍ଥ ହେଉଛି ଯେ ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକେ ଈଶ୍ୱରତତ୍ତ୍ୱ ସମ୍ବନ୍ଧୀୟ ଦୁଗ୍ଧ ବାହାରେ ଈଶ୍ୱରତତ୍ତ୍ୱ ସମ୍ବନ୍ଧୀୟ ଅନ୍ୟ ଖାଦ୍ୟକୁ ଗମନ କରୁ। ଆମର ବିଦ୍ୟାଳୟରେ ଶିକ୍ଷାର ଅବଧି ଦ୍ଵିତୀୟ ବର୍ଷ କରାଯାଇଅଛି।

ଏହା ହିଁ ଯାହା ମଣ୍ଡଳୀରେ ଘଟୁଅଛି ଯାହା ଏବ୍ରୀ ପୁସ୍ତକରେ ଲେଖାଯାଇଅଛି। ସେମାନେ ସ୍ପଷ୍ଟ ଭାବରେ ଯିହୂଦୀମାନଙ୍କ ଦ୍ୱାରା ଗଠିତ ହୋଇଥିବା ଏକ ମଣ୍ଡଳୀ ଥିଲେ ଯେଉଁମାନେ ଖ୍ରୀଷ୍ଟିୟାନ ହୋଇଥିଲେ। ସେମାନଙ୍କ ଖ୍ରୀଷ୍ଟଧର୍ମ ନିମନ୍ତେ ସେମାନଙ୍କୁ ତାଡନା କରାଯାଉଥିଲା ପୁଣି ସେମାନେ ଉପସଂହାରକୁ ଆସିଥିଲେ ଯେ ଯିହୂଦୀଧର୍ମକୁ ଫେରିଯିବାକୁ, ସ୍ୱଧର୍ମତ୍ୟାଗ କରିବାକୁ, ସେମାନଙ୍କ ବିଶ୍ୱାସକୁ ଅସ୍ବୀକାର କରିବାକୁ ଏହା ଠିକ ଥିଲା; ତାଡନା ଅତିବାହିତ ହେଉ ପୁଣି ତା’ପରେ ଫେରି ଆସୁ ପୁଣି ପୁନର୍ବାର ଖ୍ରୀଷ୍ଟିୟାନ ହେଉ। ଆଉ ଏବ୍ରୀର ଲେଖକ ଅତିଶୟ ହତାଶ ହୋଇ କହୁଛନ୍ତି, "ଯଦି ମୌଳିକ ବିଷୟସବୁ ବାହାରେ କେବଳ ତୁମେ କିଛି ଜାଣିଥିଲେ ତୁମ୍ଭେ ଜାଣିଥାନ୍ତ, ତୁମେ ସେହି ପ୍ରକାର ବିଷୟ କରିପାରି ନ ଥାନ୍ତ। ତେଣୁ ତୁମକୁ କଣ କରିବାର ଅଛି ତାହା ହେଉଛି ମୌଳିକ ବିଷୟସବୁ ଶିକ୍ଷା କର ମାତ୍ର ତାପରେ ମୌଲିକସବୁ ଛାଡ଼ ଆଉ ଉଚ୍ଚସ୍ତରୀୟ ଈଶ୍ୱରତତ୍ତ୍ୱକୁ ଗତି କର। ତାହା ଏବ୍ରୀ ୬ ପର୍ବର ସବୁ ବିଷୟ ଅଟେ। ଏହା ବିବାଦମୁଳକ ଉଦ୍ଧୃତାଂଶ ଅଟେ ମାତ୍ର ଏହି ଭାଗ ବିବାଦମୁଳକ ନୁହେଁ। ସେ କହନ୍ତି, ଅତଏବ [ତୁମର ମନ୍ଦ ଈଶ୍ୱରତତ୍ତ୍ୱ] ଆସ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟ ପ୍ରାରମ୍ଭିକ ଶିକ୍ଷା ପରିତ୍ୟାଗ କରି ମୃତ କର୍ମରୁ ମନପରିବର୍ତ୍ତନ, ଈଶ୍ୱରଙ୍କଠାରେ ବିଶ୍ୱାସ, ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ, ମୃତମାନଙ୍କ ପୁନରୁତ୍ଥାନ ଓ ଅନନ୍ତ ବିଚାର ସ୍ୱରୂପ ଭିତ୍ତିମୂଳ ପୁନର୍ବାର ନ ବସାଇ ସିଦ୍ଧି ଲାଭ କରିବା ନିମନ୍ତେ ଅଗ୍ରସର [ଉଚ୍ଚସ୍ତରୀୟ ଈଶ୍ୱରତତ୍ତ୍ୱ] ହେଉ।' ଏହି ସବୁ  ଉତ୍ତମ ବିଷୟ ଏହାର ପ୍ରାଥମିକ ବିଷୟ ବ୍ୟତୀତ। ପୁଣି ସେ କହନ୍ତି ତୁମକୁ ଖାଦ୍ୟକୁ ଗତି କରିବାର ଅଛି। ତୁମକୁ ଜାଣିବାର ଅଛି ଖ୍ରୀଷ୍ଟିୟାନ ଜୀବନ କ'ଣ ଅଟେ ସେହି ବିଷୟରେ ତାଡନା ଆଲିଙ୍ଗନ କରିବା ଅପେକ୍ଷା ତାନାକୁ କିପରି ତ୍ୟାଗ କରିବାକୁ ହେବ ସେହି ବିଷୟରେ ଏହି କେଶ-ମସ୍ତିଷ୍କ ପରିକଳ୍ପନା ସହିତ ତୁମେ ଆସ ନାହିଁ।

ସେହିସବୁ ବିଷୟ ପାଳନ କରିବାକୁ ଆମ୍ଭମାନଙ୍କ ଲୋକମାନଙ୍କୁ ଶିକ୍ଷା ଦେବାର ଅଛି। ମହାନ ଆଦେଶ କେବଳ ଶିକ୍ଷା ବିଷୟରେ ନୁହେଁ, ଏହା ନୀତିଶାସ୍ତ୍ର ବିଷୟରେ ମଧ୍ୟ ଅଟେ; ଆମ୍ଭେମାନେ କିପରି ବଞ୍ଚୁ, କିପରି ପାଳନ କରୁ, କିପରି ଈଶ୍ୱରଙ୍କ ବାକ୍ୟ ଯାହା ଆମ୍ଭେମାନେ ଶିଖିଅଛୁ ତାହା ଆମକୁ ପରିବର୍ତ୍ତନ କରେ। ମହାନ ଆଦେଶ ହେଉଛି କେବଳ ଆମ୍ଭମାନଙ୍କ ଓ଼ଷ୍ଠସବୂର ବୃତ୍ତି ବିଷୟରେ ନୁହେଁ କିନ୍ତୁ  ଆମ୍ଭମାନଙ୍କ ଜୀବନର ସ୍ୱିକାରୋକ୍ତି ଓ କିପରି ଆମ୍ଭେମାନେ ବଞ୍ଚୁ ତାହା ଅଟେ। ଏହା ନିଶ୍ଚିତ ଭାବରେ ଠିକ ବିଷୟ ଜାଣିବା ଯଥେଷ୍ଟ ନୁହେଁ; ମାତ୍ର ତୁମେ ଓ ମୁଁ ଠିକ ବିଷୟ କରିବା ଦରକାର। ଈଶ୍ୱରଙ୍କ ଅନୁଗ୍ରହ ଲାଭ କରୁଥିବାର କୌଣସି ଅର୍ଥରେ ନୁହେଁ, ତାହା କରାଯାଇ ପାରେ ନାହିଁ, ମାତ୍ର ଯେତେବେଳେ ଆମର ଜୀବନକୁ ପରିବର୍ତ୍ତନ କରିଅଛନ୍ତି ପୁଣି ଆମର ପ୍ରେମ ତାହାଙ୍କ ନିମନ୍ତେ ପ୍ରବାହିତ ହେବାକୁ ଆରମ୍ଭ କରେ, ଆମ୍ଭେମାନେ ତାହାଙ୍କ ବିଷୟରେ ଶିଖିବାକୁ ଆରମ୍ଭ କରୁ ପୁଣି ତାହାଙ୍କ ଆତ୍ମା ଆମ୍ଭମାନଙ୍କୁ ପରିବର୍ତ୍ତନ କରେ ଓ ଏହା ଆମର ସ୍ୱିକାରୋକ୍ତି ପ୍ରଭାବ ପକାଇବାକୁ ଆରମ୍ଭ କରେ; ଆମର ଜୀବନସବୁରେ ଆମ୍ଭେମାନେ କିପରି ବଞ୍ଚୁ ତାହା ଅଟେ।

ବର୍ତ୍ତମାନ ମୁଁ ତୁମ ପାଇଁ ଏକ ବାସ୍ତବ ବୈଷୟିକ ଶବ୍ଦ ପାଇଅଛି ଓ ମୁଁ ନିଶ୍ଚିତ କରିବାକୁ ଚାହେଁ ତୁମେ ଏହା ଲେଖାଯାଇଥିବାର ପାଇବ। ଏହା ସେହି ବୈଷୟିକ, ଈଶ୍ୱରତାତ୍ତ୍ୱିକ ଶବ୍ଦସମୂହ ମଧ୍ୟରୁ ଅନ୍ୟତମ ଅଟେ। ଆମ୍ଭେମାନେ ଏହା ଜଗତର ଚାରିଆଡେ ପାଠୁଆ ପରିବେଶସବୁରେ ଓ ଶିକ୍ଷାନିକେତନସବୁରେ ଓ ବିଶ୍ଵବିଦ୍ୟାଳୟସବୁରେ ବ୍ୟବହାର କରୁ ଓ ଏହା ବ୍ୟକ୍ତିର ପ୍ରକାର ବର୍ଣ୍ଣନା କରେ ଯେ ଶିକ୍ଷା ଲାଭ କରେ କିନ୍ତୁ ସେହି ଅଧ୍ୟୟନରୁ ଲବ୍ଧ ଜ୍ଞାନ ପାଳନ କରିବାକୁ ଗତି କରେ ନାହିଁ, ଏହା ସେମାନଙ୍କ ଜୀବନସବୁକୁ ପରିବର୍ତ୍ତନ କରେ ନାହିଁ। ବାଇବଲ ସେହି ପ୍ରକାର ବ୍ୟକ୍ତିଙ୍କୁ ମାଥିଉ ୭: ୨୬ ପଦରେ ଓ ହିତୋପଦେଶର ଅର୍ଦ୍ଧେକାଂଶରେ ଜଣେ "ମୁର୍ଖଲୋକ" ବୋଲି କହେ। ପୁଣି ଯୀଶୁ ମୁର୍ଖଲୋକଙ୍କ ବିଷୟରେ ପ୍ରଚୁର ଭାବରେ ଉଦାହରଣସମୂହ ଦେଇଥିଲେ। ଯେ ଈଶ୍ୱରଙ୍କ ବାକ୍ୟ ଶୁଣେ ମାତ୍ର ଈଶ୍ୱରଙ୍କ ଇଚ୍ଛା ସାଧନ କରେ ନାହିଁ ସେ ବାଲୁକା ଉପରେ ଗୃହ ନିର୍ମାଣକାରୀ ଜଣେ ମୁର୍ଖଲୋକ ସଦୃଶ ପୁଣି ଜୀବନର ଝଡ଼ସବୁ ଏହା ଧୋଇ ବହିନେଇଯିବା ଲୋକ ଅଟେ।

ତାହାଙ୍କ ସମୟରେ ମୂର୍ଖଲୋକମାନଙ୍କ ବିଷୟରେ ଯୀଶୁଙ୍କର ଅନେକ ଦୃଷ୍ଟାନ୍ତଗୁଡ଼ିକ ଥିଲା। ଲୋକମାନେ ଯେଉଁମାନେ ବାଇବଲକୁ ମଲାଟଠାରୁ ମଲାଟପର୍ଯ୍ୟନ୍ତ କିମ୍ବା ଅତି କମରେ ଏହାର ପ୍ରଥମ ଭାଗ ଜାଣିଥିଲେ ସେମାନଙ୍କୁ ଫାରୁସୀ ବୋଲି କୁହାଯାଏ। ଲୋକମାନେ ଯେଉଁମାନେ ସତ୍ୟ ଜାଣିଥିଲେ ମାତ୍ର ଏହା ସେମାନଙ୍କ ଜୀବନକୁ ରୂପାନ୍ତରିତ କରି ନ ଥିଲା।  

ଅଧିକାଂଶ ଆମେରିକୀୟ ମଣ୍ଡଳୀଗୁଡ଼ିକ ଅନାହାର ପଥ୍ୟରେ ଅଛି। ଖାଦ୍ୟ ଆସୁ ନାହିଁ, ଶିକ୍ଷା ନାହିଁ। ମାତ୍ର ଆମେରିକୀୟ ମଣ୍ଡଳୀର ମଧ୍ୟ ଏକ ବଡ଼ ଅଂଶ ଅଛି ତାହା ଆତ୍ମିକ ଭାବରେ ସ୍ଥଳକାୟ ଅଟେ। ଏସବୁ ଆମର "ଅଧ୍ୟାପନା ମଣ୍ଡଳୀସମୂହ" ଯେଉଁଠାରେ ଲୋକମାନେ ଆସନ୍ତି ଓ କହନ୍ତି "ମୁଁ ଶିଖିବାକୁ ଚାହେଁ, ମୁଁ ଶିଖିବାକୁ ଚାହେଁ, ଶିଖେ, ଗ୍ରହଣ କରେ, ଗ୍ରହଣ କରେ, ଖାଏ, ଖାଏ," କିନ୍ତୁ ତାପରେ ଖାଦ୍ୟ ସେମାନଙ୍କ ପଦ୍ଧତିକୁ ତ୍ୟାଗ କରେ ନାହିଁ। ଏହା ସେମାନଙ୍କ ଜୀବନକୁ ପରିବର୍ତ୍ତନ କରେ ନାହିଁ; ସେମାନେ କେବେହେଲେ ସତ୍ୟକୁ ପାଳନ କରନ୍ତି ନାହିଁ ଉଭୟ ଚରମସବୁ ଭ୍ରାନ୍ତ ଅଟେ। ଆମ୍ଭେମାନେ ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିରେ ଶିକ୍ଷା ଦେଉ, ଆମ୍ଭେମାନେ ପାଳନ କରୁ ଓ ଆମ୍ଭର ଜୀବନସବୁ ପରିବର୍ତ୍ତନ କରୁ। 

ଏହା ତୁମେ କିପରି କରିବ? ତୁମେ କିପରି କେହି ଜଣେ ବ୍ୟକ୍ତିଙ୍କୁ ପାଳନ କରିବାକୁ ଶିକ୍ଷା ଦେବ? ମୁଁ ଏଠାରୁ ଏହା କରି ପାରିବି ନାହିଁ। ମୁଁ ମଞ୍ଚଠାରୁ ପାଳନ କରିବାକୁ ତୁମକୁ ଶିକ୍ଷା ଦେଇପାରେ ନାହିଁ। ମୁଁ ତୁମକୁ ଉତ୍ସାହିତ କରି ପ।ରେ। ମୁଁ ତୁମକୁ ପ୍ରଣୋଦିତ କରିପାରେ। ମୁଁ ତୁମକୁ ଶିକ୍ଷା ଦେଇ ପାରେ। କେତେକ ରବିବାରରେ, ମୁଁ ବିରକ୍ତ କରିପାରେ। ମୁଁ ଅଯଥା ହସ୍ତକ୍ଷେପ କରିପାରେ। କିନ୍ତୁ ପାଳନ କରିବାକୁ ମୁଁ ତୁମ୍ଭମାନଙ୍କୁ ଶିକ୍ଷା ଦେଇ ପାରେ ନାହିଁ। ତାହା ଅସମ୍ଭବ ଅଟେ। ଉଦାହରଣ ଦ୍ୱାରା ସେହି ପ୍ରକାର ଆଚରଣ ଘଟିଥାଏ। ଏହା ବନ୍ଧୁମାନଙ୍କ ଓ ରବିବାର ବିଦ୍ୟାଳୟ ଶ୍ରେଣୀସବୁ ଓ ଛୋଟ ଛୋଟ ଦଳସବୁ ଓ ପୁରୁଷମାନଙ୍କ ସେବାକାର୍ଯ୍ୟସବୁ ଓ ମହିଳାମାନଙ୍କ ସେବାକାର୍ଯ୍ୟସବୁର ପ୍ରସଙ୍ଗ ମଧ୍ୟରେ ଘଟିଥାଏ। ଏହା ଜଣକରେ ଜଣେ ଓ ତିନି ଜଣରେ ଜଣେ ଓ ଦଶ ଜଣରେ ଜଣଙ୍କଠାରେ ଘଟିଥାଏ। ଏହା ବକୃତା ଦ୍ୱାରା ଘଟେ ନାହିଁ। ଏହା ଉଦାହରଣସ୍ୱରୁପ  ହେବ। ଦ୍ୱାରା ଘଟିଥାଏ। 

ମହାନ ଆଦେଶ ବାସ ଗୃହରେ ଆରମ୍ଭ ହୁଏ।  ଦୟାକରି ତାହା ଶୁଣନ୍ତୁ।

ମହାନ ଆଦେଶ ବାସ ଗୃହରେ ପ୍ରାରମ୍ଭ ହୁଏ କାରଣ ଏହା ମୋ ସହିତ ପ୍ରାରମ୍ଭ ହୁଏ। ମୁଁ ଯାହା ଆବିଷ୍ଟ କରେ ନାହିଁ ତାହା ମୁଁ ବିଦିତ କରି ପାରେ ନାହିଁ। ମହାନ ଉକ୍ତି ଏହା ନୁହେ କି? ମୁଁ ଏହା ସହିତ ଆସିଲି ନାହିଁ; ଏହା ପାଇପର ମଣ୍ଡଳୀ ମଧ୍ୟରୁ ଆସିଲା। ଯଦି ମୁଁ ସତ୍ୟକୁ ନ ଜାଣେ ତେବେ ମୁଁ ସତ୍ୟ ଶିକ୍ଷା ଦେଇ ପାରେ ନାହିଁ ଓ ଈଶ୍ୱରଙ୍କ ଶକ୍ତି ଦ୍ୱାରା ଯଦି ସେହି ସତ୍ୟ ମୋ ଜୀବନକୁ ରୂପାନ୍ତରିତ କରୁ ନାହିଁ, ତେବେ ଯେ କୌଣସି ବ୍ୟକ୍ତିଙ୍କଠାରେ ମୁଁ ଏହା ପ୍ରକାଶ କରି ପାରିବି ନାହିଁ। 

ପୁଣି ତେଣୁ ଯେତେବେଳେ ଆମ୍ଭେମାନେ ମହାନ ଆଦେଶ ଆଡେ ଦୃଷ୍ଟିପାତ କରୁ ଏହା ଧର୍ମପ୍ରଚାରକମାନେ ନୁହେଁ ସେଠାରେ ବାହାର କୌଣସିଠାରେ ଯେ ଆମ୍ଭେମାନେ ଅଳ୍ପ ମୁଦ୍ରା ଦାନ ଥାଳିରେ ଫୋପାଡ଼ି ପାରୁ ଓ ଅନୁଭବ କରିପାରୁ ଯେ ଆମ୍ଭେମାନେ ମହାନ ଆଦେଶ ପାଳନ କରିଅଛୁ। ଏହା ମୋର ଅନ୍ତକରଣରେ ଓ ତୁମ ଅନ୍ତକରଣରେ ଆରମ୍ଭ ହୁଏ ଓ ତୁମ ଜୀବନରେ ଯେପରି ଆମ୍ଭେମାନେ ଶିକ୍ଷା ଲାଭ କରୁ ଓ ଯେପରି ଆମ୍ଭେମାନେ ନମୁନା ହେଉ।   

ତାପରେ ମହାନ ଆଦେଶ ମୋ ଠାରୁ ଆମ୍ଭମାନଙ୍କର ପରିବାରସମୂହକୁ ବୃଦ୍ଧି ହୁଏ, ଯଦି ତୁମ୍ଭମାନଙ୍କର ପରିବାର ଅଛି। ମହାନ ଆଦେଶ ଆମର ପିଲାମାନଙ୍କ ନିକଟକୁ କିମ୍ବା ଆମର ନାତିନାତୁଣୀ କିମ୍ବା ବୋଧହୁଏ ରବିବାର ବିଦ୍ୟାଳୟ ଶ୍ରେଣୀର ତୁମର ପିଲାମାନଙ୍କ ନିକଟକୁ ଗତି କରେ। ପୁଣି ଆମ୍ଭେମାନେ ମହାନ ଆଦେଶର ପ୍ରଥମ ଭାଗରେ ଦୃଷ୍ଟି ଦେଉ ଓ ଆମ୍ଭେମାନେ କହୁ, "ଠିକ, ମୁଁ ସେମାନଙ୍କୁ ଶିକ୍ଷା ଦେବା ଆବଶ୍ୟକ ଅଟେ।" ତେଣୁ ଆମ୍ଭେମାନେ ବାଇବଲ ପଢୁ, ଆମ୍ଭେମାନେ ବାଇବଲ ବିଷୟରେ ପଢୁ, ଆମ୍ଭେମାନେ ପ୍ରାର୍ଥନା କରିବାକୁ ଶିକ୍ଷା ଦେଉ, ଆମ୍ଭେମାନେ ସେମାନଙ୍କୁ ଶିକ୍ଷା ଦେଉ କିପରି ସେମାନେ ଈଶ୍ୱରଙ୍କ ସହିତ କଥାବାର୍ତ୍ତା କରିବେ, ଆମ୍ଭେମାନେ ସେମାନଙ୍କୁ ଈଶ୍ୱରଙ୍କ ଚରିତ୍ର ବୁଝାଇବାକୁ ଦିନ ଭିତରେ ଓ ଦିନ ବାହାରେ ଅଧିକତମ ସୁଯୋଗସବୁର ସଦବ୍ୟବହାର କରୁ।

ଯେତେବେଳେ ତୁମେ ବାହ୍ୟ ପାର୍ଶ୍ୱରେ ବସୁଅଛ ଓ ତୁମେ ଏକ ସୂର୍ଯ୍ୟାସ୍ତ ଦେଖ, ସେତେବେଳେ ତୁମେ ତୁମର ପିଲାକୁ କ'ଣ କୁହ? "ଈଶ୍ୱରଙ୍କ ସୌନ୍ଦର୍ଯ୍ୟ ଆଡକୁ ଦେଖ। ଦେଖ କିପରି ସେ ତାହାଙ୍କ ନାମ ଏପାଖରୁ ସେପାଖ ପର୍ଯ୍ୟନ୍ତ ଆକାଶମଣ୍ଡଳସବୁ ଓ ସେହି ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟରେ ଲେଖିଅଛନ୍ତି।" ଯେତେବେଳେ ତୁମେ ଗାଡି ଚଲାଉଅଛ ଓ ତୁମେ ଜଣେ ବାସଶୂନ୍ୟ ବ୍ୟକ୍ତିଙ୍କୁ ଦେଖ, ତୁମେ କ'ଣ କୁହ? "ବର୍ତ୍ତମାନ କନିଷ୍ଠ, ତୁମେ ସେହି ବ୍ୟକ୍ତିଙ୍କ ଆଡକୁ ଚାହଁ, ସେଥି ପାଇଁ ତୁମେ ବିଦ୍ୟାଳୟରେ ରୁହ। ତୁମେ ତାହା ପରି ହେବାକୁ ଚାହଁ ନାହିଁ! କିମ୍ବା ତୁମେ କୁହ କି," କନିଷ୍ଠ, ମୁଁ ଦିନେ ସେହି ମନୁଷ୍ୟ ଥିଲି। ମୁଁ ଦିନେ ବାସଶୂନ୍ୟ ଥିଲି ଓ ଅପରିଷ୍କାର ଥିଲି ଓ ଜୀର୍ଣ୍ଣ ଥିଲି। ମୋର ଜୀବନ ନିମନ୍ତେ ମୋ ଜୀବନ ବଦଳରେ ଈଶ୍ୱରଙ୍କୁ ଦେବାକୁ ମୋ ପାଖରେ କିଛି ନ ଥିଲା। ଆଉ ଈଶ୍ୱର ମୋତେ ସଂଗ୍ରହ କଲେ, ମୋର ମଇଳା ବାହାର କଲେ, ସେ କାରର ପଛ ଆସନରେ ମୋତେ ରଖିଲେ ଆଉ ସେ ମୋତେ ମଣ୍ଡଳୀକୁ ନେଲେ ଯେଉଁଠାରେ ମୁଁ ଶିକ୍ଷା ଲାଭ କରି ପାରିବି ଓ ମୁଁ ବୃଦ୍ଧି ହୋଇ ପାରିବି ଓ ସେ ତାହାଙ୍କ ପରିବାରରେ ମୋତେ ପୁତ୍ର ରୂପେ ଗ୍ରହଣ କଲେ। ଆମ୍ଭେମାନେ କ'ଣ ସେମାନଙ୍କୁ ଶିକ୍ଷା ପ୍ରଦାନ କରିବାରେ ମହାନ ଆଦେଶ ପିତାମାତା ହେବାକୁ ଏହି ସୁଯୋଗସବୁକୁ ଅଧିକତର ସଦବ୍ୟବହାର କରୁଅଛୁ? ପୁଣି ଆମ୍ଭେମାନେ କ'ଣ ଏହା ପ୍ରତିରୂପାୟଣ କରୁଅଛୁ କି, ଆମ୍ଭେମାନେ କ'ଣ ତାହା କରିବାକୁ ଅନୁଭବ କରୁଅଛୁ କି? ପୂର୍ଣ୍ଣବିକାଶ ବିଷୟରେ ଶିକ୍ଷା ଦିଆଯାଇ ପାରେ ନାହିଁ, ଏହା କରାଯାଇପାରେ କି? ମୁଁ ବକୃତା ଦେଇପାରେ ମୋ ମୁଖମଣ୍ଡଳ ନୀଳବର୍ଣ୍ଣ ନ ହେବାଯାଏ ଓ ଏହା ମୋର ପିଲାମାନଙ୍କୁ କୌଣସି ସ୍ୱତନ୍ତ୍ର କରିବାକୁ ଯାଉନାହିଁ। ସେହିସବୁ ଯାହା କରିବାକୁ ଯାଉଅଛି ତାହା ମୃତ୍ୟୁ ପ୍ରତି ବିରକ୍ତ ମାତ୍ର ଅଟେ। ପୂର୍ଣ୍ଣବିକାଶ ଧରାଯାଏ, ଏହା ଶିକ୍ଷାଦିଆ ଯାଏ ନାହିଁ।

ଯଦି ଆମ୍ଭେମାନେ ସମସ୍ତ ବିଷୟ ଉର୍ଦ୍ଧରେ ଈଶ୍ୱରଙ୍କୁ ଇଚ୍ଛା କରୁ ନାହୁଁ ଆମର ପିଲାମାନେ ସମସ୍ତ ବିଷୟ ଉର୍ଦ୍ଧରେ ଈଶ୍ୱରଙ୍କୁ ଇଚ୍ଛା କରନ୍ତି ନାହିଁ। ଏହା ସେହିପରି ସରଳ ଅଟେ। ଆମ୍ଭେମାନେ ନିଜେ ନିଜକୁ ପ୍ରଶ୍ନ କରିବାର ଅଛି। " ଆମ୍ଭେମାନେ କଣ ଏକ ପ୍ରକାର ଏପରି ଜୀବନ କାଟୁଅଛୁ କି ଯେ ଆମର ପିଲାମାନେ ଆମର ଈଶ୍ୱରଙ୍କୁ ଜାଣିବାକୁ ଚାହାନ୍ତି? ଏକ ଦଳ ରୂପେ ଆମ୍ଭେମାନେ ପରବର୍ତ୍ତୀ ପିଢ଼ିକୁ ଉଠାଇବା ପାଇଁ ଏକ ଆରେକକୁ ସାହାଯ୍ୟ କରିବାରେ ପ୍ରତିଶ୍ରୁତିବଦ୍ଧ ହୋଇଅଛୁ। ଆମ୍ଭେମାନେ ତାହା କରିବାକୁ ପ୍ରତିଶ୍ରୁତିବଦ୍ଧ, ସୁବିଧାସବୁ ଯୋଗାଇବାକୁ ଆମ୍ଭେମାନେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସମ୍ବନ୍ଧୀୟ ପ୍ରତିଶ୍ରୁତିବଦ୍ଧ କରିଅଛୁ ଯଦ୍ୱାରା ଆମ୍ଭେମାନେ ବିଶ୍ୱାସୀମାନଙ୍କର ପରବର୍ତ୍ତୀ ପିଢ଼ିକୁ ଉଠାଇବା ନିମନ୍ତେ ଏକ ଆରେକକୁ ସାହାଯ୍ୟ କରିପାରୁ। ମାତ୍ର ଏହା ଶୁଣନ୍ତୁ: ଏହା କିଛି ଫରକ ପଡେ ନାହିଁ କୋଠାଘର କେତେ ପ୍ରିତୀକର, ଏହା କିଛି ଫରକ ପଡେ ନାହିଁ କାର୍ଯ୍ୟକ୍ରମସବୁ କେତେ ଉତ୍ତମ ଯେଉଁଥିରେ ଆମର ପିଲାମାନେ ହାଜିର ହୁଅନ୍ତି ପୁଣି ସମସ୍ତ ଅନ୍ୟ ବିଷୟସବୁ ସେହି କୋଠାଘରେ ସମସ୍ତ ବିଷୟ ସହିତ ଘଟୁଅଛି ସେଇଠିକି ଆମ୍ଭେମାନେ ଆସୁ, ଯଦି ତୁମ ପିଲାର ଖ୍ରୀଷ୍ଟିୟାନ ଅଭିବୃଦ୍ଧି ଜଣେ ଶିଷ୍ୟରେ ପରିଣତ ହେଉଅଛି ଓ ଶିଷ୍ୟ ରୂପେ ବଞ୍ଚୁଅଛି, ତେବେ ସେ ରବିବାର ପ୍ରଭାତରେ, ବୁଧବାର ରାତ୍ରରେ ଓ ଗୁରବାର ରାତ୍ରରେ  ଏଠାରେ ଯାହା ଘଟେ ତାହା ଉପରେ ନିର୍ଭରଶୀଳ, ଅଧିକତର ସମ୍ଭବତଃ ତୁମର ପିଲା ଜଣେ ଶିଷ୍ୟରୂପେ ବଞ୍ଚିବ ନାହିଁ ପୁଣି ସେ ନର୍କଗାମୀ  ହେବ। ବୋବଙ୍କ ପ୍ରିୟ ବ୍ୟଙ୍ଗ ଚିତ୍ର ହେଉଛି: ଜଣେ ସ୍ତ୍ରୀ ଦ୍ୱାର ନିକଟରେ ଛିଡା ହୋଇଅଛି ଓ ପୋଲିସ ତାହାଙ୍କର ସନ୍ତାନକୁ ନେଉଅଛନ୍ତି। ଆଉ ସେ ଚିତ୍କାର କରନ୍ତି, "ମୋର ଯୁବା ପାଳକ କେଉଁଠାରେ ଭୁଲ କରି ଗଲେ?” 

ଆମ୍ଭେମାନେ ପ୍ରତ୍ୟେକ ବିଷୟ କରିବାକୁ ଯାଉଅଛୁ ଯେ ଭାଇ ଓ ଭଉଣୀ ରୂପେ ଆମ୍ଭେମାନେ କରିପାରୁ, ଈଶ୍ୱରଙ୍କ ପରିବାର ରୂପେ ଏକଆରେକ ଉତ୍ସାହିତ ଓ ସାହାଯ୍ୟ କରିବାକୁ ଯାଉଅଛୁ। ଯଦି ଏହା ତୁମ ବାସଗୃହରେ ଘଟୁନାହିଁ ତେବେ ଅଧିକତର ଏହା ବିଫଳ ହେବ। ତୁମର ପିଲାମାନେ ଆର୍ଥିକଭାବରେ ମୁକ୍ତ ହେବା ମାତ୍ରକେ, ସେମାନେ ଚାଲି ଯାଆନ୍ତି। ତେଣୁ ମୋର ପ୍ରଶ୍ନ ପଚାରିବାର ଅଛି ପୁଣି ଏହା ଏକ କଠିନ ପ୍ରଶ୍ନ ଅଟେ କିନ୍ତୁ ଏହା ଅନ୍ୟତମ ଯେ ମୁଁ ମୋର ନିଜକୁ ପଚାରିବାର ଅଛି ଓ ତୁମେ ନିଜକୁ ପଚାରିବାର ଅଛି; ତୁମ ବାସ ଗୃହ କ'ଣ ଏକ ନିରାପଦ ସ୍ଥାନ ଅଟେ କି? ତୁମର ବାସ ଗୃହ କ'ଣ ଏକ ଶିକ୍ଷା ଲାଭ କରୁଥିବାର ସ୍ଥାନ ଅଟେ କି? ତୁମର ବାସ ଗୃହ କ'ଣ ଏକ ଶିଷ୍ୟତ୍ୱର ସ୍ଥାନ ଅଟେ କି? ଏହା କ'ଣ ଏକ ମହାନ ଆଦେଶ ପ୍ରକାର ବାସ ଗୃହ କି? ଠିକ ଅଛି, ଆମ୍ଭେମାନେ ଏଠାରେ ବସି ପାରୁ ଓ ଯାଇ ପାରୁ, "ବାଃ, ତାହା ଲଜ୍ଜାଜନକ ନ ଥିଲା କି ଯାହା ରାତ୍ର ଭୋଜନରେ ଅର୍ଦ୍ଧେକ ସମୟରେ ଘଟିଥିଲା! ଅହଃ ଲଜ୍ଜାଜନକ, ଲଜ୍ଜାଜନକ!” ତୁମର ଶିଶୁମାନେ ଦୂରଦର୍ଶନ ସାମାନ୍ୟ ଆଘାତ କରି ପାରନ୍ତି କି ଓ ଏମ୍ ଟି ଭି ଓ ପ୍ରଦର୍ଶନ ସମୟ ଓ ଏଚ ବି ଓ? କାରଣ  ଯଦି ସେମାନେ କରିପାରନ୍ତି, ସେମାନେ ଠିକ ଭାବରେ ସମାନ ବିଷୟ ଦେଖୁଅଛନ୍ତି,  ତୁମର ଓ ମୋହର ବାସ ଗୃହ କ'ଣ ଏକ ନିରାପତ୍ତା ସ୍ଥାନ କି?

ରେଣ୍ଡି ଆଲକନ୍, ତାହାଙ୍କ ପୁସ୍ତକରେ, ଦି ପ୍ୟୁରିଟି ପ୍ରିନସିପୁଲରେ ଲେଖନ୍ତି ବରଂ ଉପାଧିଯୁକ୍ତ ବିରକ୍ତିକର ପର୍ବ ହେଉଛି "ମୌଳିକ ପ୍ରାପ୍ତ" ଚକ୍ଷୁସବୁ ତାଡ଼ିଦେଉଥିବା, ସେହି ପ୍ରକାର ମୌଳିକ, ଯୀଶୁ ମୌଳିକର ପ୍ରକାର। ଏହା ଶୁଣିବାକୁ ତୁମ କେତେକଙ୍କ ନିମନ୍ତେ କଷ୍ଟକର ହେବ। ମୋତେ ତୁମକୁ କହିବାକୁ ଦିଅ ଯାହା ରେଣ୍ଡି କହନ୍ତି, "ମନେକର ମୁଁ କହିଲି, ହାଏ ଜଣେ ଅତି ଚାହାଣିଆ ଝିଅ ରାସ୍ତା ତଳକୁ ଆସି ଚାଲେ। ଚାଲ ଯିବା ଝରକା ଦେଇ ତାହାକୁ ଦେଖିବା ଓ ତାହାକୁ ଉଲଙ୍ଗ ଦେଖିବା ଓ ତାପରେ ଆମ ନିମନ୍ତେ କଟିଦେଶ ଉପରଠାରୁ ଉଲଙ୍ଗଥିବାର ଭଙ୍ଗୀ କରିବା। ଆଉ ତାପରେ ଏହି ଝିଅ ଓ ତାହାର ବାଳକ ସାଙ୍ଗ ମିଶି ଗୋଟିଏ କାର ଭିତରକୁ ଯାଇ ବ୍ୟଭିଚାର କରିବେ। ଆସନ୍ତୁ ଶୁଣିବା ଓ ଝରକାସବୁ ଉତ୍ତେଜିତ ହେବାର ଦେଖୁ। ତୁମେ ତାହା କରିବାକୁ ଚାହଁ କି? ତୁମକୁ ଗୁଳି କରାହେବ। ସେମାନେ ଭାବି ଥାନ୍ତି ‘କି ଅପପ୍ରୟୋଗ’। ପୁଣି ତୁମେ ଠିକ ହେବ। କିନ୍ତୁ ମନେକର ତା ପରିବର୍ତ୍ତେ ମୁଁ କହେ, ହାଏ, ଉପରକୁ ଆସ, ଆସନ୍ତୁ ଆମ୍ଭେମାନେ ଟାଇଟାନିକ ଦେଖିବା। ଖ୍ରୀଷ୍ଟିୟାନମାନେ ଏହି ଚଳଚିତ୍ରକୁ ସୁପାରିଶ କରନ୍ତି। ମଣ୍ଡଳୀ ଯୁବକ ଦଳ ଏହା ଏକତ୍ର ଦେଖନ୍ତି ଓ ଅନେକେ ଏହା ସେମାନଙ୍କ ବାସଗୃହରେ ଦେଖିଅଛନ୍ତି ଓ ତଥାପି ଚଳଚିତ୍ର ଠିକଭାବରେ ମୁଁ ବର୍ଣ୍ଣନା କରିଥିବା ଦୃଶ୍ୟସବୁକୁ ଧାରଣ କରେ। ତେଣୁ ଆମର ଯୁବା ଲୋକମାନେ ପରଦାରେ ଝିଅଙ୍କ ପଛରେ କାମାତୁର ହୁଅନ୍ତି। କିପରି ଜଣେ ମନୁଷ୍ୟର ଧ୍ୟାନ ପ୍ରାପ୍ତ କରାଯାଏ ସେହି ବିଷୟରେ ଆମର ଯୁବତୀମାନଙ୍କୁ ତାଲିମ ଦିଆଯାଏ। କିପରି ଅଜ୍ଞାତ ବିଷୟ ଆଘାତଜନକ ଓ ଲଜ୍ଜାଜନକ ତାହା କୌଣସି ପ୍ରକାରେ ଗ୍ରହଣଯୋଗ୍ୟ ହୁଏ କାରଣ ଆମ୍ଭେମାନେ ଏହା ଗୋଟିଏ ଝରକା ପରିବର୍ତ୍ତେ ଗୋଟିଏ ଦୂରଦର୍ଶନ ଦେଇ ଦେଖୁ?” ତୁମର ବାସ ଗୃହ କ'ଣ ଏକ ମହାନ ଆଦେଶ ବାସଗୃହ ଅଟେ କି ଯେଉଁଠାରେ ନିରାପତ୍ତା ଅଛି; କେଉଁଠାରେ ତୁମ୍ଭେ ଈଶ୍ୱରଙ୍କ ସତ୍ୟତାକୁ ଶିକ୍ଷା ଦେଉଅଛ ଓ ତୁମେ ଈଶ୍ୱରଙ୍କ ସତ୍ୟତାକୁ ପ୍ରତିରୂପାୟଣ କରୁଅଛ?

ଶିଷ୍ୟତ୍ୱ କଠିନ କାର୍ଯ୍ୟ ଅଟେ। ସେହି କାରଣରୁ ଆମ୍ଭେମାନେ ଏହା କରିବାକୁ ପସନ୍ଦ କରୁ ନାହୁଁ। ଆମ ନିଜ ଓ ଆମର ପରିବାର ପ୍ରତି ଜଗତର ଅନାବରଣକୁ ସୀମିତ କରୁଥିବା ବିଷୟରେ ଶିଷ୍ୟତ୍ୱ କଷ୍ଟକର ମନୋନୟନସବୁ ଜଡିତ କରେ। ଅଧିକତର ଭାଗ ପାଇଁ ଏହା ଏକ ହଜିଯାଇଥିବା କଳା ଅଟେ। କିନ୍ତୁ ପୁନର୍ବାର ଯେତେବେଳେ ତୁମେ ଓ ମୁଁ ଈଶ୍ୱରଙ୍କୁ ଇଚ୍ଛା କରୁ ସେତେବେଳେ ଏହା ଆନନ୍ଦଦାୟକ କଳା ହୋଇପାରେ।

ମହାନ ଆଦେଶ ବାସ ଗୃହରେ ଆରମ୍ଭ ହୁଏ। ଏହା ମୋ ସହିତ ଆରମ୍ଭ ହୁଏ ଆଉ ତାପରେ ଏହା ମୋ ଦ୍ୱାରା ମୋର ପରିବାରକୁ ଗମନ କରେ। ପୁଣି ତାପରେ ତୃତୀୟତଃ ଏହା ଆମର ବନ୍ଧୁମାନଙ୍କ ମଧ୍ୟ ଦେଇ ସମ୍ପ୍ରସାରିତ ହୁଏ। ଈଶ୍ୱରଙ୍କ ନିମନ୍ତେ ଓ ତାହାଙ୍କ ଗୌରବ ନିମନ୍ତେ ଓ ତାହାଙ୍କ ମଙ୍ଗଳଦାନ ନିମନ୍ତେ ରବିବାର ପ୍ରଭାତରେ, ପୋଡ଼ାମାଂସ ମାଟିପାତ୍ରରେ ଫୋପାଡ଼ି ଦିଅ। ପୋଡ଼ାମାଂସ ମାଟିପାତ୍ରରେ  ଫୋପାଡ଼ି ଦିଅ; କେତେକ ଅତିରିକ୍ତ ଆଳୁସବୁ ସେଠାରେ ଫୋପାଡ଼ି ଦିଅ। ମଣ୍ଡଳୀକୁ ଆସ ଓ କୁହ, "ମୁଁ ତୁମକୁ ଜାଣେ ନାହିଁ। ତୁମେ ମୋହର ଭାଇ। ଆମ୍ଭେମାନେ ଏକତ୍ର ଅନନ୍ତକାଳ ବିତେଇବାକୁ ଯାଉଅଛୁ। ଆସନ୍ତୁ ଏକତ୍ରିତ ହେବା। ସରିଗଲା ଆସ।" ପୋଡ଼ାମାଂସ ହୁଏତ ଦଗ୍ଧ ହୋଇଯାଏ (କାରଣ ପ୍ରଚାରକ ଅଧିକ ସମୟ କହିଲେ) ମାତ୍ର ଏହା କୌତୁକ ହେବ ଓ ଆମ୍ଭେମାନେ ବିଷୟସବୁ ବିଷୟରେ କଥାବାର୍ତ୍ତା କରିପାରୁ ଯାହା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ଖ୍ରୀଷ୍ଟିୟାନ ମାଟିପାତ୍ର ମଧ୍ୟ ଦେଇ ବିସ୍ତାର କରେ। ଏହା ଆମର କ୍ଷୁଦ୍ର ଦଳ ମଧ୍ୟଦେଇ ବିସ୍ତାର କରେ। ଏହା ପୁରୁଷମାନଙ୍କ ସେବାକାର୍ଯ୍ୟ, ମହିଳା ସେବାକାର୍ଯ୍ୟ ଓ ବାଇବଲ ଅଧ୍ୟୟନ ଦ୍ୱାରା ବିସ୍ତାର ହୁଏ। ଯଦି ଆମ୍ଭେମାନେ କେବଳ ରବିବାର ପ୍ରଭାତରେ ଏହା କରିବାକୁ ଚେଷ୍ଟା କରୁ, ତାହାହେଲେ ମହାନ ଆଦେଶ କେବେହେଲେ ସଫଳ ହୋଇପାରିବ ନାହିଁ। ଏହା କାର୍ଯ୍ୟକାରୀ ହେବ ନାହିଁ। ଏହା ଅସମ୍ଭବ ଅଟେ। ଏହା ଏହି ପର୍ଯ୍ୟାୟକୁ ଯିବ ଯେତେବେଳେ ଆମ୍ଭେମାନେ ସମ୍ପ୍ରଦାୟରେ ଅଛୁ। ଯେତେବେଳେ ଆମ୍ଭେମାନେ ଏକ ଆରେକକୁ ଶିକ୍ଷା ଦେଇ ପାରୁ, ଏକ ଆରେକକୁ ବିତରଣ କରୁ; ଏକ ଆରେକ ପ୍ରତି ଉତ୍ତରଦାୟୀ ହେଉ; ହସୁ ଓ କ୍ରନ୍ଦନ କରୁ।

ମହାନ ଆଦେଶ ଅନ୍ୟ ଦେଶସବୁ ଅପେକ୍ଷା ବିସ୍ତାର କରେ। ଏହା ମୋହର ନିଜ ଓ ମୋ ବିଷୟରେ ନୁହେଁ। ଏହା ମୋହର ନିଜ ଓ ମୋ ଉପରେ ବ୍ୟୟ କରୁଥିବା ଅର୍ଥ ବିଷୟରେ ନୁହେଁ। ଏହା ଆମ୍ଭମାନଙ୍କ ବିଷୟରେ ଈଶ୍ୱରଙ୍କ ପ୍ରେମ ଦ୍ୱାରା ଆମର ପରିବାରସବୁ, ଆମର ପ୍ରତିଵାସୀ ଓ ଜଗତକୁ ଦେଖିବାକୁ ଶିକ୍ଷାଲାଭ କରିବା ଅଟେ। ମୁଁ ସମ୍ପୂର୍ଣ୍ଣ ଭାବରେ ଏହାକୁ ପ୍ରେମ କରିବି ଯଦି ମିଶନଗୁଡ଼ିକର କମିଟି ପ୍ରାଚୀନମାନଙ୍କ ନିକଟକୁ ଆସିବ ଓ କହିବ ଆମର ବର୍ତ୍ତମାନ ଯଥେଷ୍ଟ ଟଙ୍କା ନାହିଁ। ଈଶ୍ୱର ଅନେକ ଲୋକମାନଙ୍କୁ, ଯୁବାଲୋକମାନଙ୍କୁ, ଅବସରପ୍ରାପ୍ତ ଲୋକମାନଙ୍କୁ ମିଶନସବୁକୁ, ତିନି ମାସିକିଆ; ଏକ ବର୍ଷିକିଆକୁ ତାଲିମକୁ ଆହ୍ୱାନ କରୁଅଛନ୍ତି। ସେମାନେ ବାସ ଗୃହରେ ରହୁଅଛନ୍ତି କାରଣ ଆମ୍ଭମାନଙ୍କ ପାଖରେ ଅର୍ଥ ନାହିଁ।     

ଯଦି ଏହି ସମସ୍ତ ଅତିଶୟ କଷ୍ଟକର ନ ହୁଏ, ଯୀଶୁ ଉତ୍ସାହର ଏକ ଘଟଣାର ସଂକ୍ଷିପ୍ତ ବିବରଣୀ ସହିତ ଶେଷ କରନ୍ତି: "ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି।" ଆଉ ସୁସମାଚାର ସମାପ୍ତ ହୁଏ ଯେପରି ଏହା ଘୋଷଣା ସହିତ ଆରମ୍ଭ ହୁଏ ଯେ ଏହି ଶିଶୁ ଇମ୍ମାନୁୟେଲ; ତାହା ଏହି ଶିଶୁ "ଆମ୍ଭମାନଙ୍କ ସହିତ ଈଶ୍ୱର" ଅଟେ। ମୁଁ ରୋମୀୟ ୮ ପର୍ବର ବାକ୍ୟସବୁ ମୋ ସମ୍ମୁଖରେ ପ୍ରତିଧ୍ୱନୀ ହୁଏ। ଈଶ୍ୱରଙ୍କ ପ୍ରେମରୁ ତୁମକୁ କେହି ପୃଥକ କରିପାରିବ ନାହିଁ ଯାହା ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି।

ଆମ୍ଭେମାନେ ମହାନ ଆଦେଶ ଶିଷ୍ୟ ହେଉ। ଆମ୍ଭେମାନେ ଶିଖୁ ପୁଣି ସେହି ଶିକ୍ଷା ଆମ୍ଭମାନଙ୍କୁ ରୂପାନ୍ତରିତ କରୁ; ଏହା ଆମ୍ଭେମାନେ ପାଳନ କରୁ। ଏବଂ ତା’ପରେ ସମ୍ପର୍କସମୂହରେ ଗତି କରୁ ଯେଉଁଠାରେ ଆମ୍ଭେମାନେ ଶିକ୍ଷା ଦେଇ ପାରୁ ଓ ଉତ୍ସାହିତ କରିପାରୁ ଓ ନମୁନା ହୋଇପାରୁ ଓ ଈଶ୍ୱରଙ୍କ ଗୌରବ ନିମନ୍ତେ ଆମ୍ଭେମାନେ ଏକ ଦ୍ଵିଗୁଣ ମଣ୍ଡଳୀ ହେଉ।"